ETV Bharat / state

ଶ୍ରମ ଆଇନ ସଂଶୋଧନକୁ ବିରୋଧ, ରାଜରାସ୍ତାକୁ ଓହ୍ଲାଇବ ଶ୍ରମିକ ସଂଘ

ଶ୍ରମ ଆଇନ ସଂଶୋଧନକୁ ବିରୋଧ । ଶ୍ରମିକଙ୍କ ହକ ପାଇଁ ରାଜରାସ୍ତାକୁ ଓହ୍ଲାଇବ AIUTUC । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 17, 2019, 3:27 PM IST

କଟକ: ଦାନା ବାନ୍ଧୁଚି ବଡ଼ ଆନ୍ଦୋଳନ । ରାଜ ରାସ୍ତାକୁ ଓହ୍ଲାଇବେ ଶ୍ରମିକ । କେନ୍ଦ୍ର ସରକାରଙ୍କ ଶ୍ରମ ଆଇନ ସଂଶୋଧନ ବାତିଲ ଦାବିରେ ତାତିଲା ଏଆଇୟୁଟିୟୁସି ସଂଘ ବା ( ଅଲ ଇଣ୍ଡିଆ ୟୁନାଇଟେଡ଼ ଟ୍ରେଡ଼ ୟୁନିୟନ ସେଣ୍ଟର ) । କେନ୍ଦ୍ର ସରକାରଙ୍କ ଦୋ ମୁଁହା ନୀତିକୁ ଟାର୍ଗେଟ କରିଛି ସଂଘ । ସାଧାରଣ ଖଟିଖିଆ, ମଜୁରିଆ ମାନଙ୍କର ହକକୁ ଛଡାଇ ନେବାର ପ୍ରୟୋଜନ ନିରର୍ଥକ କହି ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଳନର ରୂପ ନେବ ବୋଲି କହିଛନ୍ତି ସଂଘ ଜିଲ୍ଲା ସମ୍ପାଦକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ତେବେ ବର୍ତ୍ତମାନ ସ୍ଥିତିରେ ଯେଉଁପରି ଭାବରେ ମଜୁରୀ ମିଳୁଛି ତାହା ନକହିବା ଭଲ । ଯଦି ଆଇନ ସଂଶୋଧନ ହେବ ତେବେ ଶ୍ରମିକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ । ତେବେ ରବିବାର କଟକ ଟାଉନ ହଲରେ ବସିଥିବା ଏହି ବୈଠକରେ ଏପରି ନିଷ୍ପତ୍ତି ନେଇଛି ସଂଘ ।ତେବେ ଶ୍ରମ ଆଇନ ସଂଶୋଧନ ବାତିଲ କରିବା, ପାଚିକା ସହାୟିକା, ସ୍ୱାବଲମ୍ବୀ କାରିଗର, ଅଙ୍ଗନବାଡି ଆଶା କର୍ମୀଙ୍କୁ ମାସିକ ବେତନ 21 ହଜାର ପ୍ରଦାନ, ନିର୍ମାଣ ଶ୍ରମିକଙ୍କୁ 45 ଦିନରେ ସହାୟତା ପ୍ରଦାନ କରିବା ଇତ୍ୟାଦି ମୁଖ୍ୟ ଆଭିମୁଖ୍ୟ ରଖିଛି ସଂଘ ।କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Intro:କଟକ: ଦାନା ବାନ୍ଧୁଚି ବଡ଼ ଆନ୍ଦୋଳନ । ରାଜ ରାସ୍ତା କୁ ଓଲ୍ହାଇବେ ଶ୍ରମିକ । କେନ୍ଦ୍ର ସରକାର ଙ୍କ ଶ୍ରମ ଆଇନ ସଂଶୋଧନ ବାତିଲ ଦାବି ରେ ତାତିଲା ଏଆଇୟୁଟିୟୁସି ସଂଘ ବା ( ଅଲ ଇଣ୍ଡିଆ ୟୁନାଇଟେଡ଼ ଟ୍ରେଡ଼ ୟୁନିୟନ ସେଣ୍ଟର ) । କେନ୍ଦ୍ର ସରକାର ଙ୍କ ଦୋ ମୁଁହା ନୀତ କୁ ଟାର୍ଗେଟ କଲା ସଂଘ ।ସାଧାରଣ ଖଟିଖିଆ ମଜୁରିଆ ମାନଙ୍କର ବିରୋଧ ହକ କୁ ଛଡେଇ ନେବା ର ପ୍ରୟୋଜନ ବେଶ ନିରର୍ଥକ । ଯାହାକୁ ନେଇ ଆଗାମୀ ଦିନରେ ଏକ ବଡ଼ ଆନ୍ଦୋଲନ ର ରୂପ ନେବ ବୋଲି କହିଛନ୍ତି ସଂଘ ଜିଲା ସମ୍ପାଦକ ।

ତେବେ ଵର୍ତମାନ ସ୍ଥିତି ରେ ଯେଉଁ ପାରି ଭାବରେ ମଜୁରୀ ମିଳିଛି ତାହା ନକହିବା ଭଲ । ଯଦି ଆଇନ ସଂଶୋଧନ ହେବ ତେବେ ଶ୍ରମିକ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେବେ । ତେବେ ଆଜି କଟକ ଟାଉନ ହଲ ରେ ବାସିଥିବା ଏହି ବୈଠକ ରେ ଏପରି ନିଷ୍ପତି ନେଇଛି ସଂଘ ।

ତେବେ ଶ୍ରମ ଆଇନ ସଂଶୋଧନ ବାତିଲ କରିବା ,ପାଚିକା ସହାୟିକା , ସ୍ୱାବଲମ୍ବି କାରିଗର, ଅଙ୍ଗନବାଡି ଆଶା କର୍ମୀଙ୍କୁ ମାସିକ ବେତନ 21 ହଜାର ପ୍ରଦନ, ନିର୍ମାଣ ଶ୍ରମିକଙ୍କୁ 45 ଦିନ ରେ ସହାୟତା ପ୍ରଦାନ କରିବା ଇତ୍ୟାଦି ମୁଖ୍ୟ ଆଭିମୁଖ୍ୟ ରଖିଛି ସଂଘ ।

Body:ବାଇଟ:ରାଜକିଶୋର ମହାନ୍ତି ( ସଂଘ ଜିଲା ସମ୍ପାଦକ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.