ଭୁବନେଶ୍ବର: ପକେଟ୍ ଜାଳୁଛି ପରିବା ଦର । ଗତକିଛି ଦିନ ଧରି ପନିପରିବା ଦରରେ ଅହେତୁକ ବୃଦ୍ଧି ଗରିବଠୁ ମଧ୍ୟବିତ୍ତ ସମସ୍ତଙ୍କୁ ପ୍ରଭାବିତ କରୁଛି । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରରେ ଭର୍ତ୍ତି ହେଉନି ବ୍ୟାଗ୍ । ଦର ଦେଖି ଗ୍ରାହକ ୧ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ଗତ କିଛି ଦିନ ହେଲା ଲେମ୍ବୁ, ଟମାଟୋ, ସଜନା ଛୁଇଁ, ପୋଟଳ ଆଦି ଅନେକ ପନିପରିବା ଦର ଆକାଶ ଛୁଆଁ ରହିଛି । ବିଶେଷକରି ଅଧିକ ବ୍ୟବହୃତ ହେଉଥିବା ଟମାଟୋ ଗୃହିଣୀଙ୍କ ଚିନ୍ତା ବଢାଇଛି । ରାଜ୍ୟର ପ୍ରମୁଖ ସହରରେ ସବୁଠୁ ଅଧିକ ସଜନା ଛୁଇଁର ମୂଲ୍ୟ ରହିଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?
Vegetable Price: ଆଜିର ପନିପରିବା ଦର
ହାଣ୍ଡିଶାଳରେ ମହଙ୍ଗା ମାଡ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର । ବଜାରକୁ ଗଲେ ପକେଟ ଖାଲି ହେଉଛି ହେଲେ ପରିବାରରେ ଭର୍ତ୍ତି ହେଉନି ବ୍ୟାଗ୍ । ତେବେ ଆସନ୍ତୁ ଜାଣିବା ଆଜି ଓଡ଼ିଶା ବଜାରରେ ପରିବା ଦର କେତେ ରହିଛି ?