ETV Bharat / state

ମା'ଙ୍କର ମହାପବିତ୍ର କାଳୀ ପୂଜା, 30ରେ ନେବେ ମେଲାଣୀ

କାଳୀ ପୂଜା ପାଇଁ ସଜେଇ ହେଉଛି ସିଲିଭର ସିଟି । ରୀତିନୀତି ଅନୁଯାଇ ରବିବାରଠୁ ଆରମ୍ଭ ହେବ ମା'ଙ୍କ ପୂଜାବିଦ୍ଧି । ସେପଟେ 30 ତାରିଖରେ ଅନୁଷ୍ଠିତ ହେବ ଭସାଣ ।

author img

By

Published : Oct 27, 2019, 1:33 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

କଟକ: ମା'ଙ୍କର ପ୍ରସିଦ୍ଧ କାଳୀପୂଜା । କଟକ ସହରରେ ୭୦ ଟି ପୂଜା ମଣ୍ଡପରେ ମାଙ୍କୁ ପୂଜା କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ତେବେ ଚଳିତ ବର୍ଷ ଲଗାଣ ବର୍ଷା ମୂର୍ତ୍ତୀ ନିର୍ମାଣରେ ବାଧା ସୃଷ୍ଟି କରିଛି । ଯାହାଫଳରେ ରଙ୍ଗ କାମରେ ଘଟୁଛି ବିଳମ୍ବ ।

ମା'ଙ୍କର ମହାପବିତ୍ର କାଳୀ ପୂଜା, 30ରେ ନେବେ ମେଲାଣୀ

ତେବେ ୪ ରୁ ୫ ଜଣ କାରିଗର ମୂର୍ତ୍ତୀ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । ପାଗ କୋହଲା ରହୁଥିବାରୁ ରଙ୍ଗ ଶୁଖିବାରେ ମଧ୍ୟ ସମସ୍ୟା ସୃଷ୍ଟି କରିଛି । ସେଥିପାଇଁ ହାଲୋଜିନ ବ୍ୟବହାର କରି ରଙ୍ଗ କାମ ଶେଷ କରିବାକୁ ଲକ୍ଷ ରଖିଛନ୍ତି ମୃତ୍ତି କାରିଗର । କଟକ ଚାନ୍ଦିନଚୌକ ପୂଜାମଣ୍ଡପରେ ମୂର୍ତ୍ତୀ କାମ ଶେଷ କରିବାକୁ ଦିନ ରାତି ଏକ କରିଦେଇଛନ୍ତି ମୂର୍ତ୍ତୀ କାରୀଗର ।

ତେବେ ବିଳମ୍ବିତ ରାତି ସୁଦ୍ଧା ମୂର୍ତ୍ତୀ କାମ ଶେଷ କରାଯିବ ବୋଲି କହିଛନ୍ତି ମୃତ୍ତି ଶିଳ୍ପୀ । ତେବେ ଆସନ୍ତାକାଲି ମଧ୍ୟରାତ୍ରିରେ ମା' ଙ୍କର ପୂଜା କରାଯିବ । 28 ଓ 29 ତାରିଖରେ ସହରର ବିଭିନ୍ନ ପୂଜାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । 30 ତାରିଖରେ ଭଷାଣ ଉତ୍ସବ କରାଯିବ ବୋଲି କଟକ ମହାନଗର ଶାନ୍ତି କମିଟି ସଭାପତି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାତି ପାହିଲେ କାଳୀପୂଜା।କଟକ ସହରରେ ୭୦ ଟି ପୂଜା ମଣ୍ଡପରେ ମାଙ୍କ ପୂଜା କରାଯିବ।ଏଥିପାଇଁ ସମସ୍ତ ପ୍ରସ୍ତୁତ ବି ଶେଷ ପର୍ୟ୍ୟୟରେ।ତେବେ ଚଳିତ ବର୍ଷ ଲଗାଣ ବର୍ଷା ମୃତ୍ତି ତିଆରିରେ ବାଧା ସୃଷ୍ଟି କରିଛି।ଜାହାଫଳରେ ରଙ୍ଗ କାମ ରେ ବିଳମ୍ବ ହୋଇଛି।ତେବେ ୪ ରୁ ୫ ଜଣ କାରିଗର ଲାଗିପଡିଛନ୍ତି ମୃତ୍ତି କାର୍ଯ୍ୟ ରେ।ପାଗ କୋହଲା ରହୁଥିବାରୁ ରଙ୍ଗ ଶୁଖିବାରେ ସମସ୍ୟା ସୃଷ୍ଟି କରିଛି।ସେଥିପାଇଁ ହାଲୋଜିନ ବ୍ୟବହାର କରି ରଙ୍ଗ କାମ ଶେଷ କରିବାରେ ଲକ୍ଷ ରଖିଛନ୍ତି ମୃତ୍ତି କାରିଗର। କଟକ ଚାନ୍ଦିନଚୌକ ପୂଜାମଣ୍ଡପ ରେ ମୃତ୍ତି କାମ ଶେଷ କରିବାକୁ ଦିନ ରାତି ଏକ କରିଦେଇଛନ୍ତି ମୃତ୍ତିକାରୀଗର।ତେବେ ବିଳମ୍ବିତ ରାତି ସୁଦ୍ଧା ମୃତ୍ତି କାମ ଶେଷ କରାଯିବ ବୋଲି ମୃତ୍ତି ଶିଳ୍ପୀ କହିଛନ୍ତି।
ତେବେ ଆସନ୍ତାକାଲି ମଧ୍ୟରାତ୍ରୀରେ ମାଙ୍କର ପୂଜା କରାଯିବ।୨୮ ଓ ୨୯ ଟେ ସହରରେ ବିଭିନ୍ନ ପୂଜାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ।୩୦ ତାରିଖରେ ଭଷାଣ ଉତ୍ସବ କରାଯିବ ବୋଲି କଟକ ମହାନଗର ଶାନ୍ତି କମିଟି ସଭାପତି କହିଛନ୍ତି।

ବାଇଟ - କୁନୁ ବେହେରା,ମୃତ୍ତି ଶିଳ୍ପୀ।
ବାଇଟ - ଦେବେନ୍ଦ୍ର ନାଥ ସାହୁ,ସଭାପତି କଟକ ଶାନ୍ତି କମିଟି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.