ETV Bharat / state

ବିଦ୍ଯୁତ ବିଲ ବକେୟା ଯୋଗୁଁ ବିଦ୍ଯୁତ କାଟ: ୧୫ ଦିନ ହେବ ପଞ୍ଚାୟତବାସୀ ପାଣିରୁ ବଞ୍ଚିତ - କଳାପାଞ୍ଚଣ ପଞ୍ଚାୟତ ବିଦ୍ୟୁତ କାଟ

ବିଦ୍ଯୁତ ବିଲ ବକେୟା ଯୋଗୁଁ ବିଦ୍ଯୁତ ସରବରାହ ବନ୍ଦ । ୧୫ ଦିନ ହେବ କଳାପାଞ୍ଚଣ ପଞ୍ଚାୟତ ଲୋକେ ପାଣି ପାଇବାରୁ ବଞ୍ଚିତ । ଅଧିକ ପଢନ୍ତୁ

ବିଦ୍ଯୁତ ବିଲ ବକେୟା ଯୋଗୁଁ ବିଦ୍ଯୁତ କାଟ: ୧୫ ଦିନ ହେବ ପଞ୍ଚାୟତ ପାଣିରୁ ବଞ୍ଚିତ

author img

By

Published : Jan 6, 2022, 7:04 AM IST

ନିଆଳି: ବିଦ୍ୟୁତ ବିଭାଗର ଦାଦାଗିରି । ବିଦ୍ୟୁତ ବିଲ ନଦେବାରୁ ଗ୍ରାମ୍ଯ ପାନୀୟ ଜଳଯୋଗାଣ ପ୍ରକଳ୍ପରୁ ବିଦ୍ଯୁତ ବିଚ୍ଛିନ୍ନ କଲା ବିଦ୍ଯୁତ ବିଭାଗ । ଫଳରେ ୧୫ ଦିନ ହେବ ପଞ୍ଚାୟତବାସୀ ଜଳଯୋଗାଣ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର କଳାପାଞ୍ଚଣ ପଞ୍ଚାୟତ ନିକଟରେ ନିମାପଡ଼ା ବ୍ଲକ ଗ୍ରାମ୍ଯ ପାନୀୟ ଜଳଯୋଗାଣ ପକଳ୍ପରୁ କଳା ପଞ୍ଚାୟତ ଲୋକେ ପାଇପ ଯୋଗେ ପାଣି ପାଉଥିଲେ ।

ବିଦ୍ଯୁତ ବିଲ ବକେୟା ଯୋଗୁଁ ବିଦ୍ଯୁତ କାଟ: ୧୫ ଦିନ ହେବ ପଞ୍ଚାୟତ ପାଣିରୁ ବଞ୍ଚିତ

ମାତ୍ର ବିଦ୍ୟୁତ ବିଲ ବକେୟା ଥିବାରୁ ନିଆଳି ବିଦ୍ୟୁତ ବିଭାଗର ଅଧିକାରୀ ପ୍ରକଳ୍ପ ନିକଟରେ ଥିବା ଟ୍ରାନ୍ସଫରମରୁ ବିଦ୍ୟୁତ କାଟି ଦେଇଛନ୍ତି । ଫଳରେ କଳାପାଞ୍ଚଣ ପଞ୍ଚାୟତର ଗଡ ଇଟାପୋଖରୀ, ନୂଆପାଟଣା, ମାଦି ବ୍ରହ୍ମପୁର, ଲେଙ୍କା ସାହି, ଗୋପିନାଥପାଟଣା, ଷଣ୍ଢପୁର ଓ କଳାପାଞ୍ଚଣ ଗାଁରେ ୧୫ ଦିନ ଜଳ‌ ଯୋଗାଣ ବନ୍ଦ ରହିଛି । ଜଳ ଯୋଗାଣ ଦାୟିତ୍ଵରେ ଥିବା କର୍ମଚାରୀ, ସ୍ଥାନୀୟ ଲୋକେ ଓ ବିଦ୍ୟୁତ ବିଭାଗର ଅଧିକାରୀ କ'ଣ କହୁଛନ୍ତି ଦେଖନ୍ତୁ ଏହି ଭିଡିଓ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.