ETV Bharat / state

Panchayat Poll: ଜଲ୍ଲାରପୁର ପଞ୍ଚାୟତ ଟକ୍କରରେ ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଭାଇବୋହୂ

author img

By

Published : Feb 11, 2022, 10:37 PM IST

ନିଆଳିର ଜଲ୍ଲାରପୁର ପଞ୍ଚାୟତ ଏଥର ହେବ କଡା ଟକ୍କର । ଏହି ପଞ୍ଚାୟତରେ ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଭାଇ ବୋହୂ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ହୋଇଛନ୍ତି । ଅଧିକ ପଢନ୍ତୁ

Panchayat Poll: ଜଲ୍ଲାରପୁର ପଞ୍ଚାୟତ ଟକ୍କରରେ ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଭାଇବୋହୂ
Panchayat Poll: ଜଲ୍ଲାରପୁର ପଞ୍ଚାୟତ ଟକ୍କରରେ ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଭାଇବୋହୂ

ନିଆଳି: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ନିର୍ବାଚନ ପ୍ରଚାର ସରଗରମ ହୋଇଉଠୁଛି । କଟକ ଜିଲ୍ଲା ନିଆଳି ବ୍ଳକର ଜଲ୍ଲାରପୁର ପଞ୍ଚାୟତ ୧୯ଟି ଓ୍ବାର୍ଡକୁ ନେଇ ଗଠିତ । ଏହି ପଞ୍ଚାୟତରେ ଦୁଇ ଜଣ ସରପଞ୍ଚ ଏବଂ ଦୁଇଜଣ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନିର୍ବାଚିତ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।

ଜଲ୍ଲାରପୁର ପଞ୍ଚାୟତରେ ରାଜ୍ୟ ବିଜେପି ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଭାଇ ବୋହୂ ସରପଞ୍ଚ ପ୍ରାର୍ଥୀନୀ ଭାବରେ ପ୍ରତିନ୍ଦନ୍ଦ୍ବିତା କରୁଛନ୍ତି । ଜଲ୍ଲାରପୁରରେ ନିର୍ବାଚନୀ ସ୍ଥିତି ପରଖିଥିଲେ ଆମ ନିଆଳି ପ୍ରତିନିଧି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.