ETV Bharat / state

Vigilance Raid: ଭିଜିଲାନ୍ସ ଜାଲରେ କୁବେର BDO - ଭିଜିଲାନ୍ସ ସ୍କାନରରେ ଜଳେଶ୍ୱର ବିଡ଼ିଓ

ଭିଜିଲାନ୍ସ ସ୍କାନରରେ ଜଳେଶ୍ୱର ବିଡ଼ିଓ(BDO) । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଅଧିକ ପଢନ୍ତୁ

Vigilance raid: ଭିଜିଲାନ୍ସ ଜାଲରେ ଜଳେଶ୍ୱର BDO
Vigilance raid: ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡ଼ିଓ, ଖୋଜା ଚାଲିଛି କଳାଧନ
author img

By

Published : Jun 18, 2022, 9:21 AM IST

Updated : Jun 18, 2022, 2:45 PM IST

ବାଲେଶ୍ବର: ଭିଜିଲାନ୍ସ(Vigilance) ସ୍କାନରରେ ଜଳେଶ୍ୱର ବିଡ଼ିଓ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର BDO ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ଏକାକାଳୀନ ଚାଲିଛି ରେଡ୍ । ଝିଙ୍କିରିଆ ସ୍ଥିତ ପୌତୃକ ଘର, କଳାପଦା ସ୍ଥିତ ଦୁଇ ମହଲା ବିଶିଷ୍ଟ ଘର, ଜଳେଶ୍ବର ବ୍ଲକ ଅଫିସ, ଜଳେଶ୍ବର ସରକାରୀ ବାସଭବନ, କଟକରେ ତାଙ୍କ ପତ୍ନୀ ରହୁଥିବା ଖପୁରିଆ ସ୍ଥିତ ବାସଭବନ, କଟକର ତିନୋଟି ସ୍ଥାନ ସମେତ କେନ୍ଦ୍ରାପଡା ସ୍ଥିତ ଭୂଇଁପୁର ଗ୍ରାମରେ ଚଢାଉ ଜାରି ରହିଛି ।

Vigilance raid: ଭିଜିଲାନ୍ସ ଜାଲରେ ଜଳେଶ୍ୱର BDO

5 ଜଣ ଡିଏସପି ଓ 9 ଜଣ ଇନିସ୍‌ପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀମାନେ ଏହି ରେଡରେ ସାମିଲ ରହିଛନ୍ତି । ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ ।

Last Updated : Jun 18, 2022, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.