ETV Bharat / state

ଅନୁସୂଚିତ ଜାତିର ଯୁବତୀଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୫ ବର୍ଷ ଜେଲ ଦଣ୍ଡ

author img

By

Published : Oct 22, 2022, 7:43 AM IST

ଅନୁସୂଚିତ ଜାତି ସମ୍ପ୍ରଦାୟ ଯୁବତୀକୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତକୁ ୧୫ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜୋରିମାନା ପାଇଁ ନିର୍ଦ୍ଦେଶ ଦେଲେ କଟକ (Presiding Officer Special Court under SC & ST POA) । ଜରିମାନା ନଦେଲେ ଅନାଦେୟ ୧ ବର୍ଷ ଜେଲ ଦଣ୍ଡାଦେଶ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଅନୁସୂଚିତ ଜାତି  ଯୁବତୀଙ୍କୁ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୧୫ ବର୍ଷ ଜେଲ ଦଣ୍ଡ

କଟକ: ଅନୁସୂଚିତ ଜାତି ସମ୍ପ୍ରଦାୟ ଯୁବତୀକୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତକୁ ୧୫ ବର୍ଷ ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଜୋରିମାନା ପାଇଁ ନିର୍ଦ୍ଦେଶ ଦେଲେ କଟକ Presiding Officer Special Court under SC & ST POA । ଜରିମାନା ନଦେଲେ ଅନାଦେୟ ୧ ବର୍ଷ ଜେଲ ଦଣ୍ଡାଦେଶ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ।

ଏପ୍ରିଲ ୨୮, ୨୦୧୪ରେ ଜଗତପୁର ଥାନା ଅଞ୍ଚଳରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା । ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ପରିଡ଼ା ଏହି ଦୁଷ୍କର୍ମ କରିଥିବା ବେଳେ ତାକୁ ସହଯୋଗ କରିଥିଲା ପୀଡ଼ିତାର ମାମୁଁ ଭାଇ । ପୀଡ଼ିତାର ମାମୁଁ ଘର ଜଗତପୁର ଥାନା ଅଂଚଳରେ ଥିବା ବେଳେ ମାଲଗୋଦାମ ଥାନା ଅଂଚଳରେ ପୀଡିତାର ଘର । ପୀଡ଼ିତା ନିୟମିତ ଭାବେ ନିଜ ମାମୁଁ ଘରକୁ ଯାଉଥିଲେ । କେହି ନଥିବା ସୁଯୋଗ ନେଇ ମାମୁଁ ପୁଅ ଭାଇ ଅନନ୍ତ ବେହେରାର ସହଯୋଗ ନେଇ ଦୁଷ୍କର୍ମ କରିଥିଲା ମୁଖ୍ୟ ଅଭିଯୁକ୍ତ ମନୋରଞ୍ଜନ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.