ETV Bharat / state

ସୋମବାର ଶ୍ରୀମନ୍ଦିରରେ 3 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ - ଖସାପଡା ଲାଗି ନୀତି

ସୋମବାର ମହାପ୍ରଭୁଙ୍କ ଖସାପଡା ଲାଗି ନୀତି ପାଇଁ 3 ଘଣ୍ଟାଧରି ବନ୍ଦ ରହିବ ସାଧାରଣ ଦର୍ଶନ । ଅଧିକ ପଢନ୍ତୁ...

ସୋମବାର ଶ୍ରୀମନ୍ଦିରରେ 3 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

author img

By

Published : Apr 3, 2021, 10:46 PM IST

ପୁରୀ: ସୋମବାର ମହାପ୍ରଭୁଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ । ଏହି ସମୟରେ 3 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

ଆସନ୍ତା 5 ତାରିଖ ସୋମବାର ଚୈତ୍ର କୃଷ୍ଣ ନବମୀ ତିଥିରେ ଶ୍ରୀଜୀଉଙ୍କ 'ଖସାପଡା ଲାଗି' ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନ ଘ. ୪.୩୦ ରୁ ସନ୍ଧ୍ୟା ଘ. ୮.୦୦ ଟା ପର୍ଯ୍ୟନ୍ତ ଆପାତତଃ ଦର୍ଶନ ବନ୍ଦ ରହିବ । ଉକ୍ତ ନୀତି ଦଇତାପତି ସେବକମାନଙ୍କ ଦ୍ୱାରା ସମ୍ପାଦିତ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.