ETV Bharat / state

ସ୍ମଶାନର ପରିଚୟ ବଞ୍ଚିରହୁ: ତେଲଗୁ ସମ୍ପ୍ରଦାୟ - Telugu community

ଦୀର୍ଘ ବର୍ଷ ଧରି ହାଡ଼ିଆ ପଠା ନିକଟରେ ଥିବା ମଶାଣିକୁ ବ୍ୟବହାର କରି ଆସୁଥିଲେ ଏମାନେ । ହେଲେ ବର୍ତ୍ତମାନ ହାଡ଼ିଆପଠା ପୋତିବା କାମ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

identity-of-the-crematorium-is-alive-the-telugu-community
ସ୍ମଶାନର ପରିଚୟ ବଞ୍ଚିରହୁ: ତେଲଗୁ ସମ୍ପ୍ରଦାୟ
author img

By

Published : May 27, 2020, 10:00 PM IST

କଟକ: ସ୍ମଶାନ ପାଇଁ ଚିନ୍ତାରେ କଟକ ତେଲୁଗୁ ସମ୍ପ୍ରଦାୟ । ଦୀର୍ଘ ବର୍ଷ ଧରି ହାଡ଼ିଆ ପଠା ନିକଟରେ ଥିବା ମଶାଣିକୁ ବ୍ୟବହାର କରି ଆସୁଥିଲେ ଏମାନେ । ହେଲେ ବର୍ତ୍ତମାନ ହାଡ଼ିଆପଠା ପୋତିବା କାମ ଆରମ୍ଭ ହୋଇଛି ।

ସ୍ମଶାନର ପରିଚୟ ବଞ୍ଚିରହୁ: ତେଲଗୁ ସମ୍ପ୍ରଦାୟ

ଯାହାଦ୍ବାରା ଚିନ୍ତା ବଢିଛି ତେଲୁଗୁ ସମ୍ପ୍ରଦାୟଙ୍କର । କେଉଁଟି ହେବ ମୃତଦେହ ସତ୍କାର । ତେବେ ଯଦି ବର୍ତ୍ତମାନ ସ୍ଥିତିରେ ସେହି ସ୍ଥାନକୁ ପୋତା ଯାଏ ତେବେ କେଉଁଟି ହେବ ସତ୍କାର । ସହରର ଉନ୍ନତିକରଣ ହେବା ନିତ୍ୟନ୍ତ ଆବଶ୍ୟକ । ଆମେମାନେ ମଧ୍ୟ ଏହି ସହରର ଅଂଶ ବିଶେଷ । ହେଲେ ଏହି ଦିଗ ପ୍ରତି ପ୍ରଥମେ ଦୃଷ୍ଟି ଦେବା ନିତ୍ୟନ୍ତ ଆବଶ୍ୟକ । ନଚେତ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବାସିନ୍ଦା । ତେବେ ଏହି ଅସୁବିଧାର ସ୍ଥାୟୀ ସମାଧାନ ଖୁବଶୀଘ୍ର ଜିଲ୍ଲା ପ୍ରଶାସନ କରନ୍ତୁ ବୋଲି ଦାବି କରିଛି ସମ୍ପ୍ରଦାୟ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.