ETV Bharat / state

HUDCO loan Scam: ମୋକିମଙ୍କ ପକ୍ଷରୁ ଦାଏର କ୍ରିମିନାଲ ଅପିଲ ମାମଲାର ଷ୍ଟାଟସ କଣ: ହାଇକୋର୍ଟ

author img

By

Published : Aug 2, 2023, 10:22 PM IST

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ହୋଇଥିବା ଆବେଦନର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ। ମାମଲାର ଶୁଣାଣି ବେଳେ ମୋକିମଙ୍କ ପକ୍ଷରୁ ଦାୟର ହୋଇଥିବା କ୍ରିମିନାଲ ଅପିଲ କେସର ଷ୍ଟାଟସ କଣ, ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ। ତେଣୁ ଆସନ୍ତା ତାରିଖ ସୁଦ୍ଧା କେସର ଷ୍ଟାଟସ ରିପୋର୍ଟ ଦେବାପାଇଁ ଆଜି ସରକାରୀ ପକ୍ଷଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଅଧିକ ପଢନ୍ତୁ

ମୋକିମଙ୍କ ପକ୍ଷରୁ ଦାୟର କ୍ରିମିନାଲ ଅପିଲ ମାମଲାର ଷ୍ଟାଟସ କଣ: ହାଇକୋର୍ଟ

କଟକ: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ବିଧାୟକ ପଦ ରଦ୍ଦ ପ୍ରସଙ୍ଗ । ଭିଜିଲାନ୍ସ କୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ ଉପରେ ତ୍ବରିତ ଶୁଣାଣି ପାଇଁ ଦାୟର ଜନସ୍ବାର୍ଥ ମାମଲାର ଆଜି ଶୁଣାଣି ହୋଇଛି । ବିଧାୟକ ମୋକିମ ଦାଖଲ କରିଥିବା କ୍ରିମିନାଲ ଅପିଲର ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡାଦେଶ କରିବା ସତ୍ତ୍ବେ କାହିଁକି ତାଙ୍କର ବିଧାୟକ ପଦ ରଦ୍ଦ କରାଗଲା ନାହିଁ ବୋଲି ପ୍ରାର୍ଥନା କରି ଡାକ୍ତର ରବି ରଞ୍ଜନ ସାହୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ।

ଏହି ବି ପଢନ୍ତୁ-ASO ଚୟନ ଅନିୟମିତତା ମାମଲା, ଉଭୟ ରିଭ୍ୟୁ ଓ ରିଟ୍ ପିଟିସନ ଖାରଜ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସଭ୍ୟପଦ ରଦ୍ଦ କରିବା ନେଇ ହୋଇଥିବା ଆବେଦନର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ। ମାମଲାର ଶୁଣାଣି ବେଳେ ମୋକିମଙ୍କ ପକ୍ଷରୁ ଦାୟର ହୋଇଥିବା କ୍ରିମିନାଲ ଅପିଲ କେସର ଷ୍ଟାଟସ କଣ, ତାହା ଜାଣିବାକୁ ଚାହିଁଛନ୍ତି କୋର୍ଟ। ତେଣୁ ଆସନ୍ତା ତାରିଖ ସୁଦ୍ଧା କେସର ଷ୍ଟାଟସ ରିପୋର୍ଟ ଦେବାପାଇଁ ଆଜି ସରକାରୀ ପକ୍ଷଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ହୁଡ଼କୋ ଲୋନ ଅନିୟମିତତା ମାମଲାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡିତ କରିଥିଲେ। ଉକ୍ତ ନିର୍ଦେଶନାମା ଆସିବାପରେ ମୋକିମଙ୍କ ସଭ୍ୟପଦ ରଦ୍ଦ ହେବାର ସମ୍ଭାବନା ମଧ୍ୟ ବଢିଥିଲା। ତେବେ ଉକ୍ତ ରାୟ ବା ଦଣ୍ଡଦେଶକୁ ଚ୍ୟାଲେଞ୍ଜ କରି ମୋକିମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହା ବି ପଢନ୍ତୁ- Anubhav-Varsha Marital Discord: ସରିଲା ଜେରା, ଅକ୍ଟୋବର ଶେଷ ସୁଦ୍ଧା ରାୟ

ଏହାବି ପଢନ୍ତୁ- ORHDC Scam: ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ଆଜି ହାଇକୋର୍ଟରେ ଆସିବ ରାୟ

ମାମଲାର ପ୍ରାରମ୍ଭିକ ଶୁଣାଣି କରି, ଭିଜିଲାନ୍ସ କୋର୍ଟ ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରିକରିଛନ୍ତି । ତେବେ ମୋକିମଙ୍କ ସଭ୍ୟପଦ ରଦ୍ଦ ହେବା ଆବଶ୍ୟକ ବୋଲି ନିଜ ପିଟିସନରେ ଉଲ୍ଲେଖ କରି ଡାକ୍ତର ରବି ରଞ୍ଜନ ସାହୁ ଏକ ମାମଲା ଦାୟର କରିଛନ୍ତି । ଯାହା ଉପରେ ତ୍ବରିତ ଶୁଣାଣି ହେବାର ଆବଶ୍ୟକତା ଅଛି ବୋଲି ଆଜି ଶୁଣାଣି ସମୟରେ ପ୍ରଶ୍ନ ଉଠାଇ ଥିଲେ ଆବେଦନାକରୀ। ଯାହାକୁ ଆଧାର କରି ଆଜି ସରକାରୀ ପକ୍ଷଙ୍କୁ ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।

ଏହି ବି ପଢନ୍ତୁ- ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ, କିନ୍ତୁ ଜେଲ୍‌ରୁ ହେବେନି ମୁକ୍ତ

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.