ETV Bharat / state

ହାଇକୋର୍ଟ ଫୁଲ ବେଞ୍ଚ ନୋଟିସ ପ୍ରସଙ୍ଗ: ବାର ପ୍ରତିନିଧିଙ୍କ ବୈଠକ ଶେଷ - ହାଇକୋର୍ଟଙ୍କ ଫୁଲ ବେଞ୍ଚ ନୋଟିସ ପ୍ରସଙ୍ଗ

ହାଇକୋର୍ଟ ପରିସରରେ ଶେଷ ହୋଇଛି ସମସ୍ତ ବାର ପ୍ରତିନିଧିମାନଙ୍କର ମିଳିତ ବୈଠକ । ହାଇକୋର୍ଟର ଫୁଲ ବେଞ୍ଚ ପ୍ରସଙ୍ଗ ନେଇ ଆୟୋଜିତ ଏହି ବୈଠକରେ 93ଟି ବାର ହାଇକୋର୍ଟ ବାରକୁ ସମର୍ଥନ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Oct 18, 2019, 6:17 PM IST

କଟକ: ହାଇକୋର୍ଟ ପରିସରରେ ଶେଷ ହୋଇଛି ସମସ୍ତ ବାର ପ୍ରତିନିଧିମାନଙ୍କ ମିଳିତ ବୈଠକ । ହାଇକୋର୍ଟର ଫୁଲ ବେଞ୍ଚ (ପୂର୍ଣ୍ଣ ଖଣ୍ଡପୀଠ) ପ୍ରସଙ୍ଗ ନେଇ ଆୟୋଜିତ ଏହି ବୈଠକରେ 93ଟି ବାର ହାଇକୋର୍ଟ ବାରକୁ ସମର୍ଥନ ଜଣାଇଛନ୍ତି । ଯେଉଁ 68ଟି ବାରକୁ ହାଇକୋର୍ଟ ଫୁଲ ବେଞ୍ଚ ନୋଟିସ କରିଥିଲେ, ସେମାନଙ୍କ ମଧ୍ୟରୁ 37ଟି ବାର ହାଇକୋର୍ଟ ବାରର ନିଷ୍ପତ୍ତିରେ ସମର୍ଥନ ଜଣାଇବେ ବୋଲି ମଧ୍ୟ ବୈଠକରେ ମତ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ଏହି ପ୍ରସଙ୍ଗ ନେଇ ଶନିବାର ପୁନର୍ବାର ହାଇକୋର୍ଟ ବାର ପରିସରରେ ବୈଠକ ହେବ । ଏହି ବୈଠକରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ହାଇକୋର୍ଟ ବାର ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro: ହାଇକୋର୍ଟ ଫୁଲବେଞ୍ଚ ଙ୍କ ନୋଟିସ ପ୍ରସଙ୍ଗରେ ହାଇକୋର୍ଟ ପରିସରରେ ଶେଷ ହେଲା ସମସ୍ତ ବାର ପ୍ରତିନିଧିଙ୍କ ବୈଠକ।୯୩ ଟି ବାର ହାଇକୋର୍ଟ ବାର କୁ ଆଜି ସମର୍ଥନ ଜଣାଇଛନ୍ତି।ଯେଉଁ ୬୮ ଟି ବାରକୁ ହାଇକୋର୍ଟ ଫୁଲବେଞ୍ଚ ନୋଟିସ କରିଥିଲେ,ସେମାନଙ୍କ ମଧ୍ୟରୁ ୩୭ ଟି ବାର ହାଇକୋର୍ଟ ବାର ର ନିଷ୍ପତି ରେ ସମର୍ଥନ ଜଣାଇବେ ବୋଲି ଆଜି ଏହି ବୈଠକରେ ମତ ଦେଇଛନ୍ତି।ତେବେ ଏନେଇ ଆସନ୍ତାକାଲି ପୁନର୍ବାର ହାଇକୋର୍ଟ ବାର ପରିସରରେ ବୈଠକ ହେବ।ଏହି ବୈଠକରେ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ହାଇକୋର୍ଟ ବାର ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି।

ବାଇଟ - ଗୋପାଳକୃଷ୍ଣ ମହାନ୍ତି,ସଭାପତି ହାଇକୋର୍ଟ ବାର ଆସୋସିଏସନ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.