ETV Bharat / state

ଆସନ୍ତା ଏପ୍ରିଲ ୧୫ ଯାଏଁ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ କୋର୍ଟ ଓ ଅଫିସ ବନ୍ଦ - high court along with all court will remain closed

ଲକଡାଉନକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ତଳ କୋର୍ଟ ଓ ଅଫିସକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।

court closed till April 15
କୋରୋନା କଟକଣା ପାଇଁ କୋର୍ଟ ବନ୍ଦ
author img

By

Published : Mar 26, 2020, 11:47 PM IST

କଟକ: ସାରା ଦେଶରେ 21 ଦିନ ପାଇଁ ଲାଗୁ ହୋଇଛି ଲକଡାଉନ । ଯାହାଫଳରେ ସାରା ରାଜ୍ୟରେ କଟକଣା ମଧ୍ୟ କଡାକଡି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ତଳ କୋର୍ଟ ଓ ଅଫିସକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି ।

ମହାମାରୀ କୋରୋନାର ମୁକାବିଲା ନେଇ ସାମାଜିକ ଦୂରତ୍ବ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ମୁଦାଲା ମାନଙ୍କର ପ୍ରଡକ୍ସନ, ରିମାଣ୍ଡ ଓ ଗୁରୁତ୍ବପୂର୍ଣ୍ଣ ଜାମିନ ଆବେଦନର ବିଚାର କେବଳ ଭିଡିଓ କନଫରେନ୍ସି ମାଧ୍ୟମରେ ହେବ। ଲକଡାଉନ ପାଇଁ ଏଭଳି ନିଷ୍ପତି ନିଆଯାଇଥିବା ହାଇକୋର୍ଟଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ଲକଡାଉନ ପାଇଁ ଅପରାହ୍ନ ୧୨ ଟାରୁ ଗୋଟିଏ ପର୍ଯ୍ୟନ୍ତ ତଳ କୋର୍ଟ ଖୋଲିବାକୁ ହାଇକୋର୍ଟ ପକ୍ଷରୁ ନିଷ୍ପତି ନିଆଯାଇଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ସାହୁ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.