ETV Bharat / state

କୋରୋନା କଟକଣା: ହାଇକୋର୍ଟରେ ପ୍ରଥମ ଭିଡିଓ କନଫରେନ୍ସିଂ ଶୁଣାଣି

କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଓଡିଶା ହାଇକୋର୍ଟରେ ଭିଡିଓ କନଫରେନ୍ସ ଜରିଆରେ ମାମଲାର ଶୁଣାଣି । ଓଡିଶା ହାଇକୋର୍ଟ ଇତିହାସରେ ଏହା ପ୍ରଥମ । ଅଧିକ ପଢନ୍ତୁ...

କୋରୋନା ପାଇଁ ହାଇକୋର୍ଟରେ ପ୍ରଥମ ଭିଡିଓ କନଫରେନ୍ସିଂ ଶୁଣାଣି

author img

By

Published : Mar 26, 2020, 8:34 AM IST

Updated : Mar 26, 2020, 8:42 AM IST

କଟକ: କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଓଡିଶା ହାଇକୋର୍ଟରେ ପ୍ରଥମଥର ଲାଗି ଭିଡିଓ କନଫରେନ୍ସ ଜରିଆରେ ମାମଲାର ଶୁଣାଣି କରାଯାଇଛି। ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟର ସମସ୍ତ ଇ-ନିଲାମ ଉପରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି।

କୋରୋନା କଟକଣା: ହାଇକୋର୍ଟରେ ପ୍ରଥମ ଭିଡିଓ କନଫରେନ୍ସିଂ ଶୁଣାଣି

ବିଭିନ୍ନ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ ଦ୍ବାରା ବର୍ତ୍ତମାନ ସମୟରେ ଯେତେ ଇ-ନିଲାମ କରାଯିବାକୁ ଥିଲା ସେସବୁ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ କେ. ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 26, 2020, 8:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.