ETV Bharat / state

Bank Closed: ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ବନ୍ଦ, କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ - ବ୍ୟାଙ୍କ ଧର୍ମଘଟ

ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ବନ୍ଦ(Bank Closed) ଡାକରା ଦେଲା ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍‌ସ(united forum of bank unions) । ଦେଶ ବଞ୍ଚାଓ, ବ୍ୟାଙ୍କ ବଞ୍ଚାଓ ନାରାରେ କମ୍ପୁଛି କଟକ ସହର । ଅଧିକ ପଢନ୍ତୁ

Bank Closed: ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ବନ୍ଦ, କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ

author img

By

Published : Dec 16, 2021, 4:31 PM IST

Updated : Dec 16, 2021, 5:16 PM IST

କଟକ: ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ବନ୍ଦ(Bank Closed) ଡାକରା ଦେଲା ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍‌ସ(united forum of bank unions) । ଦେଶ ବଞ୍ଚାଓ, ବ୍ୟାଙ୍କ ବଞ୍ଚାଓ ନାରାରେ କମ୍ପୁଛି କଟକ ସହର। ରାଷ୍ଟ୍ରାୟତଃ ବ୍ୟାଙ୍କଗୁଡିକୁ ଘରୋଇକରଣ ନ କରିବା ଓ ଶୀତ ଅଧିବେଶନରେ ବ୍ୟାଙ୍କିଙ୍ଗ ଆଇନ (ସଂଶୋଧନ)2021କୁ ପ୍ରତ୍ୟାହାର କରିବା ଦାବିରେ ଆଜି(ଗୁରୁବାର) ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ରାଷ୍ଟ୍ରାୟତଃ ଓ ଘରୋଇ ବ୍ୟାଙ୍କର 10 ଲକ୍ଷ କର୍ମଚାରୀ ଓ ଅଫିସର ।

Bank Closed: ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ବନ୍ଦ, କେନ୍ଦ୍ର ସରକାରଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ

ଦେଶରେ ବର୍ତ୍ତମାନ ଅର୍ଥନୈତିକ ଅବସ୍ଥା ଦୁର୍ବଳ, ନିମ୍ନଗାମୀ ଓ ମନ୍ଥର ରହିଛି । ଆବଶ୍ୟକତା ହେଉଛି ରାଷ୍ଟ୍ରାୟତଃ ବ୍ୟାଙ୍କ ବ୍ୟବସ୍ଥାକୁ ଆହୁରି ମଜଭୁତ କରିବା । କିନ୍ତୁ ଦୁର୍ଭାଗ୍ୟର ବିଷୟ, ସରକାର ରାଷ୍ଟ୍ରାୟତଃ ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇ ପରିଶୋଧ ନକରି କର୍ପୋରେଟରଙ୍କ ହାତରେ ଟେକି ଦେବାକୁ ଯାଉଛନ୍ତି । ଯାହା ସମ୍ପୂର୍ଣ୍ଣ ରୂପେ ବ୍ୟାଙ୍କ ବିରୋଧୀ ନୀତି ।

ଯଦି ଏହି ଦିଗରେ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି, ତେବେ ଏହି ଦୁଇ ଦିନ ଧର୍ମଘଟ(nationwide strike) ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ।

କଟକରୁ ପ୍ରଭୁକଲ୍ଯାଣ ପାଲ, ଇଟିଭି ଭାରତ

Last Updated : Dec 16, 2021, 5:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.