ETV Bharat / state

ଶିକ୍ଷାର ମୂଲ୍ୟ ବୁଝିବାରେ ବିଫଳ ସରକାର:ଏଆଇଡିଏସଓ - ଏଆଇଡିଏସଓ

ମହାନଗର ନିଗମରେ 25 ସ୍କୁଲ ବନ୍ଦ କରିବାକୁ ସରକାରଙ୍କ ଯୋଜନାକୁ ନିନ୍ଦା କରିଛି ବିଦ୍ୟାଳୟ ସୁରକ୍ଷା କମିଟି । ଏନେଇ ଆଜି ବ୍ଲକ ଶିକ୍ଷା ଅଧକାରୀଙ୍କ କାର୍ଯ୍ୟାଳୟ ଆଗରେ ଜୋରଦାର ଆନ୍ଦୋଳନ ମାଧ୍ୟମରେ ସରକାରଙ୍କୁ ଦେଇଛନ୍ତି ଚେତାବନୀ । ଅଧିକ ପଢନ୍ତୁ...

ଶିକ୍ଷାର ମୂଲ୍ୟ ବୁଝିବାରେ ବିଫଳ ସରକାର : ଏଆଇଡିଏସଓ

author img

By

Published : Feb 1, 2021, 10:28 PM IST

କଟକ: ମହାନଗର ନିଗମରେ 25 ସ୍କୁଲ ବନ୍ଦ କରିବାକୁ ସରକାରଙ୍କ ଯୋଜନାକୁ ନିନ୍ଦା କରିଛି ବିଦ୍ୟାଳୟ ସୁରକ୍ଷା କମିଟି । ଏନେଇ ଆଜି ବ୍ଲକ ଶିକ୍ଷା ଅଧକାରୀଙ୍କ କାର୍ଯ୍ୟାଳୟ ଆଗରେ ଜୋରଦାର ଆନ୍ଦୋଳନ ମାଧ୍ୟମରେ ସରକାରଙ୍କୁ ଦେଇଛନ୍ତି ଚେତାବନୀ ।

ଶିକ୍ଷାର ମୂଲ୍ୟ ବୁଝିବାରେ ବିଫଳ ସରକାର : ଏଆଇଡିଏସଓ

ସୁରକ୍ଷା କମିଟି କହିଛି ଯେ, କେବଳ ବାହାନା ଦେଖାଇ ଉପସ୍ଥାନ କମ ରହିଛି ବୋଲି କହି ସ୍କୁଲ ବନ୍ଦ କରିବାକୁ ବସିଛନ୍ତି ରାଜ୍ୟ ସରକାର । ଯାହା ଶିକ୍ଷାର ବିରୁଦ୍ଧ ବୋଲି ସ୍ପଷ୍ଟ ହେଉଛି । ଏମିତିକି କଟକ ଜିଲ୍ଲାରେ 448ଟି ସ୍କୁଲ ବନ୍ଦ ହେବା ନେଇ ମଧ୍ୟ ସ୍ଥିର କରୁଛନ୍ତି ରାଜ୍ୟ ସରକାର । ଯାହା ଉଚିତ ନୁହେଁ ବୋଲି କମିଟି ସ୍ପଷ୍ଟ କରିଛି । ଯଦି ଏହାର ପ୍ରତ୍ୟାହାର ନହୁଏ ତେବେ ଆଗାମୀ ଦିନରେ ରାଜ୍ୟ ସରକାର ଏକ ବଡ଼ ଜନ ଆନ୍ଦୋଳନର ସାମ୍ନା କରିବେ ବୋଲି ଚେତାବନୀ ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.