ETV Bharat / state

ଗଞ୍ଜେଇ ବିକ୍ରିରେ ବଙ୍ଗୀୟ ମହିଳା, ୩ ଜଣଙ୍କୁ ଗିରଫ କଲା କେନ୍ଦ୍ରୀୟ ଅବକାରୀ ବିଭାଗ - ganja worth 12 lakh seized

ବେଆଇନ ଭାବରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ୩ ମହିଳାଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ବିଭାଗ। ଅଧିକ ପଢନ୍ତୁ...

ଗଞ୍ଜେଇ ବିକ୍ରିରେ ବଙ୍ଗୀୟ ମହିଳା, ୩ ଜଣଙ୍କୁ ଗିରଫ କଲା କେନ୍ଦ୍ରୀୟ ଅବକାରୀ ବିଭାଗ

author img

By

Published : Feb 11, 2020, 1:47 AM IST

କଟକ: ବେଆଇନ ଭାବରେ ଗଞ୍ଜେଇ ଚାଲାଣ କରାଯାଉଥିବାବେଳେ ୩ ମହିଳାଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ବିଭାଗ।

ଗଞ୍ଜେଇ ବିକ୍ରିରେ ବଙ୍ଗୀୟ ମହିଳା, ୩ ଜଣଙ୍କୁ ଗିରଫ କଲା କେନ୍ଦ୍ରୀୟ ଅବକାରୀ ବିଭାଗ

ଖବର ପାଇ ଅବକାରୀ ବିଭାଗର ଏକ ଟିମ୍‌ କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଯାଞ୍ଚ କରିଥିଲା। ଜରି ଅଖା ଭିତରେ ଏକ କୁଇଣ୍ଟାଲ ୫ କେଜି ଗଞ୍ଜେଇ ଚାଲାଣ ହେଉଥିବା ଯାଞ୍ଚ ସମୟରେ ଜଣାପଡିଥିଲା। ତେବେ ଏହି ଘଟଣାରେ ଏକ କୁଇଣ୍ଟାଲ ୫ କେଜି ଗଞ୍ଜେଇ ସମେତ ୩ ବଙ୍ଗୀୟ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ଅତି ଚତୁରତାର ସହ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା। ବିଶେଷକରି ଏହା ଭୁବନେଶ୍ବରରୁ କଲିକୋତା ଚାଲାଣ କରାଯାଉଥିଲା। ବଙ୍ଗୀୟ ମହିଳାଙ୍କ ଦ୍ଵାରା ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା। ତେବେ ଜବତ ହୋଇଥିବା ଗଞ୍ଜେଇ ର ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ରୀୟ ଅବକାରୀ ନିରୀକ୍ଷକ ସୂଚନା ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ବେଆଇନ ଭାବରେ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ୩ ମହିଳାଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ବିଭାଗ।ଖବର ପାଇ ଅବକାରୀ ବିଭାଗର ଏକ ଟିମ କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଯାଞ୍ଚ କରିଥିଲା।ଜରି ଅଖା ଭିତରେ ଏକ କୁଇଣ୍ଟାଲ ୫ କେଜି ଗଞ୍ଜେଇ ଚାଲାଣ ହେଉଥିବା ଯାଞ୍ଚ ସମୟରେ ଜଣାପଡିଥିଲା।ତେବେ ଏହି ଘଟଣାରେ ଏକ କୁଇଣ୍ଟାଲ ୫ କେଜି ଗଞ୍ଜେଇ ସମେତ ୩ ବଙ୍ଗୀୟ ମହିଳାଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ଅତି ଚତୁରତାର ସହ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା।ବିଶେଷକରି ଏହା ଭୁବନେଶ୍ୱର ରୁ କଲିକତା ଚାଲାଣ କରାଯାଉଥିଲା।ବଙ୍ଗୀୟ ମହିଳାଙ୍କ ଦ୍ଵାରା ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା।ତେବେ ଜବତ ହୋଇଥିବା ଗଞ୍ଜେଇ ର ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ରୀୟ ଅବକାରୀ ନିରୀକ୍ଷକ ସୂଚନା ଦେଇଛନ୍ତି।

ବାଇଟ - ଜଗଦୀଶ ସାମଲ ,କେନ୍ଦ୍ରୀୟ ଅବକାରୀ ନିରୀକ୍ଷକ ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.