ETV Bharat / state

ହତ୍ୟା ଧମକ-ଅପହରଣ ମାମଲା: 4 ଗିରଫ - ଅପହରଣ ମାମଲାରେ 4 ଗିରଫ

ହତ୍ୟା ଧମକ ଓ ଅପହରଣ ଅଭିଯୋଗରେ ଗିରଫ ହେଲେ 4 ଅଭିଯୁକ୍ତ । ଏହି ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଲାଲବାଗ ଥାନା ପୋଲିସ । ଅଧିକ ପଢନ୍ତୁ...

ହତ୍ୟା ଧମକ ଓ ଅପହରଣ ମାମଲାରେ 4 ଗିରଫ
ହତ୍ୟା ଧମକ ଓ ଅପହରଣ ମାମଲାରେ 4 ଗିରଫ
author img

By

Published : Apr 7, 2021, 10:59 PM IST

କଟକ : ହତ୍ୟା ଧମକ ଓ ଅପହରଣ ଅଭିଯୋଗରେ ଗିରଫ ହେଲେ 4 ଅଭିଯୁକ୍ତ । ଏହି ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଲାଲବାଗ ଥାନା ପୋଲିସ ।

ହତ୍ୟା ଧମକ ଓ ଅପହରଣ ମାମଲାରେ 4 ଗିରଫ
ହତ୍ୟା ଧମକ ଓ ଅପହରଣ ମାମଲାରେ 4 ଗିରଫ
ହତ୍ୟା ଧମକ ଓ ଅପହରଣ ମାମଲାରେ 4 ଗିରଫ
ହତ୍ୟା ଧମକ ଓ ଅପହରଣ ମାମଲାରେ 4 ଗିରଫ
ହତ୍ୟା ଧମକ ଓ ଅପହରଣ ମାମଲାରେ 4 ଗିରଫ
ହତ୍ୟା ଧମକ ଓ ଅପହରଣ ମାମଲାରେ 4 ଗିରଫ
4 ତାରିଖ ଦିନ ଏହା ଘଟିଥିଲା । କାଫିଲା ବଜାରର ରେହମତ ଅଲୀ ଖାଁଙ୍କୁ ତାଙ୍କ ଘରୁ ହାର୍ଡକୋର କ୍ରିମିନାଲ ବାପି ଓ ତାର 3 ସାଥି ଅପହରଣ କରିଥିଲେ । ଏହାପରେ ବନ୍ଧୁକ ମୁନରେ ମଧ୍ୟ ହତ୍ୟା ଧମକ ଦେଇଥିଲେ । ପରେପରେ କୌଶଳ କ୍ରମେ ଅପହରଣ କରି ରଖିଥିବା ସ୍ଥାନରୁ ଖସି ଆସି ଲାଲବାଗ ଥାନାରେ ଏତଲା ଦେଇଥିଲେ ରେହମତ । ଏହାପରେ ତଦନ୍ତ ହୋଇଥିଲା । ପରେ 4 ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତେବେ ଗିରଫ ସମୟରେ ଦାମି ମୋବାଇଲ ଓ ଗାଡି ଜବତ କରିଛି ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.