ETV Bharat / state

ପଞ୍ଚାୟତ ସ୍ତରରେ ଯୁବକଙ୍କୁ ଦିଆଯିବ ଅଗ୍ନିଶମ ପ୍ରଶିକ୍ଷଣ: ଦିବ୍ୟଶଙ୍କର

author img

By

Published : Jul 28, 2020, 10:22 PM IST

ଯାହା ଦ୍ୱାରା ଦୁର୍ବିପାକ ସମୟରେ ରାଜ୍ୟ ଅଗ୍ନିଶମ ବିଭଗିର କର୍ମଚାରୀଙ୍କୁ କିଛି ସୁୁବିଧା ହେବ ବୋଲି କହିଛନ୍ତି ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।

fire-training-to-be-given-to-youth-at-panchayat-level-divya-shankar
ପଞ୍ଚାୟତ ସ୍ଥରରେ ଯୁବକଙ୍କୁ ଦିଆଯିବ ଅଗ୍ନିଶମ ପ୍ରଶିକ୍ଷଣ: ଦିବ୍ୟ ଶଙ୍କର

କଟକ: ଏଣିକି ପଞ୍ଚାୟତ ସ୍ତରରେ ଯୁବକ ମାନଙ୍କୁ ଦିଆଯିବ ଅଗ୍ନିଶମ ପ୍ରଶିକ୍ଷଣ । ଯେଉଁମାନେ ବି ଇଚ୍ଛୁକ ଯୁବକ ରହିଥିବେ ସେମାନଙ୍କୁ ଟ୍ରେନିଂ ଷ୍ଟାଫଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯିବ । ଯାହା ଦ୍ୱାରା ଦୁର୍ବିପାକ ସମୟରେ ରାଜ୍ୟ ଅଗ୍ନିଶମ ବିଭାଗର କର୍ମଚାରୀଙ୍କୁ କିଛି ସୁୁବିଧା ହେବ ବୋଲି କହିଛନ୍ତି ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।

ତେବେ ଏହ କେବଳ ପଞ୍ଚାୟତ ସ୍ଥରରେ ସୀମିତ ନୁହେଁ ବରଂ ଜିଲ୍ଲା ସ୍ତରରେ ମଧ୍ୟ ପ୍ରଯୁଜ୍ୟ । କାରଣ ଓଡିଶା ପ୍ରତି ବର୍ଷ କିଛି ନା କିଛି ଦୁର୍ବିପାକର ସାମ୍ନା କରୁଛି । ତେବେ ଏହାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.