ETV Bharat / state

ତଣ୍ଡ ଗଣୁଛି ପୋଲିସ, ବେଲଗାମ ଅମାନିଆ - fine collection for lock down violation

ସିଲଭରସିଟିରେ ଜାରି ରହିଛି ଲକଡାଉନ । ହେଲେ ବିଡ଼ମ୍ବନାର ବିଷୟ କଟକରେ ତଣ୍ଡର ପରିଧି ଦିନକୁ ଦିନ ବଢି ଚାଲିଛି । ବୁଧବାର ସମସ୍ତ ଚେକିଂ ଓ ବ୍ଳକିଙ୍ଗ ପେଏଣ୍ଟ ରେ ଚେକିଂ ସମୟରେ 651 ବାଇକ ଆରୋହି କାଟିଛନ୍ତି ଚାଲାଣ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ତଣ୍ଡ ଗଣୁଛି ପୋଲିସ, ବେଲଗାମ ଅମାନିଆ
ତଣ୍ଡ ଗଣୁଛି ପୋଲିସ, ବେଲଗାମ ଅମାନିଆ
author img

By

Published : Jul 30, 2020, 12:08 AM IST

କଟକ: ସିଲଭରସିଟିରେ ଜାରି ରହିଛି ଲକଡାଉନ । ଅତ୍ୟାବଶ୍ୟକ ସମଗ୍ରୀ ସହ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କୁ ଛାଡିଲେ ଅନ୍ୟ କାହାକୁୁ ରାସ୍ତା ଉପରକୁ କିମ୍ବା ଘରୁ ନବାହାରିବା ପାଇଁ ନିର୍ଦେଶ ଦିଆଯାଇଛି । ହେଲେ ବିଡ଼ମ୍ବନାର ବିଷୟ କଟକରେ ତଣ୍ଡର ପରିଧି ଦିନକୁ ଦିନ ବଢି ଚାଲିଛି । ଅମାନିଆଙ୍କ ମନମାନି ଯୋଗୁଁ କଟକରେ ଏପରି ଦୃଶ୍ୟ ସମ୍ନାକୁ ଆସୁଛି । ଯାହା ବର୍ତ୍ତମାନ ଚିନ୍ତା ବଢ଼ାଇ ଦେଇଛି ।

ବୁଧବାର ସମସ୍ତ ଚେକିଂ ଓ ବ୍ଳକିଙ୍ଗ ପେଏଣ୍ଟ ରେ ଚେକିଂ ସମୟରେ 651 ବାଇକ ଆରୋହି କାଟିଛନ୍ତି ଚାଲାଣ । ଏହାସହ ବିନା ମାସ୍କ ରେ 385 ଜଣ ତଣ୍ଡ ଗଣିଥିଲା ବେଳେ ସମାଜିକ ଦୂରତ୍ୱ ଆଇନ ଭଙ୍ଗ କରି 1156 ଜଣ ଗଣିଛନ୍ତି ଫାଇନ । ତେବେ କଟକ ରେ କରୋନା ସଙ୍ଗୀନ ରୂପ ନେଇଥିଲା ବେଳେ ଏମାନେ କେବେ ସୁଧୁରିବେ ତାହା କବେଳ ଭଗବାନଙ୍କୁ ଜଣା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.