ETV Bharat / state

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, ସାମିଲ ହେଲା ମହିଳା ସାଂସ୍କୃତିକ ସଙ୍ଗଠନ - ମହିଳା ସାଂସ୍କୃତିକ ସଙ୍ଘଠନ

କୃଷକଙ୍କ ଆନ୍ଦୋଳନରେ ସାମିଲ ହେଲା ମହିଳା ସାଂସ୍କୃତିକ ସଙ୍ଗଠନ। କେନ୍ଦ୍ର ସରକାର ଶୀଘ୍ର ଯେଉଁ ଚାଷୀ ମାରଣ ବିଲ ପ୍ରଣୟନ କରିଛନ୍ତି ତାହାକୁ ଶୀଘ୍ର ପ୍ରତ୍ୟାହାର କରନ୍ତୁ । ଅଧିକ ପଢନ୍ତୁ...

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, ସାମିଲ ହେଲା ମହିଳା ସାଂସ୍କୃତିକ ସଙ୍ଘଠନ

author img

By

Published : Jan 18, 2021, 4:44 PM IST

କଟକ: କୃଷକଙ୍କ ଆନ୍ଦୋଳନରେ ସାମିଲ ହେଲା ମହିଳା ସାଂସ୍କୃତିକ ସଙ୍ଗଠନ। କେନ୍ଦ୍ର ସରକାର ଶୀଘ୍ର ଯେଉଁ ଚାଷୀ ମାରଣ ବିଲ ପ୍ରଣୟନ କରିଛନ୍ତି ତାହାକୁ ଶୀଘ୍ର ପ୍ରତ୍ୟାହାର କରନ୍ତୁ । ଏହାସହ ଏମଏସପିକୁ ଆଇନ ପରିସର ଭୁକ୍ତ କରିବା ପାଇଁ ଦାବି କରିଛି ସଙ୍ଗଠନ।

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, ସାମିଲ ହେଲା ମହିଳା ସାଂସ୍କୃତିକ ସଙ୍ଘଠନ

ତେବେ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଦିଲ୍ଲୀରେ ଆନ୍ଦୋଳନ ରତ ରହିଛନ୍ତି ଦେଶର ମେରୁଦଣ୍ଡ ଅର୍ଥାତ କୃଷକ । ହେଲେ ଏଯାବତ କୌଣସି ଦିଗରେ ବି ସରକାର ଏମାନଙ୍କ କଥା ଶୁଣିବାରେ ଅସମର୍ଥ । ଶୀଘ୍ର ଏହି ଦିଗରେ କେନ୍ଦ୍ର ସରକାର ଠୋସ ପଦକ୍ଷେପ ନିଅନ୍ତୁ ନଚେତ ଆନ୍ଦୋଳନ ତୀବ୍ର ହେବା ନେଇ ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.