ETV Bharat / state

ଧାନମଣ୍ଡିରେ ନାହିଁ ତାଳମେଳ, ଅଡୁଆରେ ଚାଷୀ - farmer faces problem in dhanamandi

ଧାନ ବିକ୍ରି ପାଇଁ ଟୋକନ ମିଳିଲେ ସୁଦ୍ଧା ଧାନ ଦେବା ନେଇ ନମ୍ବର ଆସିବା ସ୍ବପ୍ନ । ଏନେଇ ଅଭିଯୋଗ ଆସିଛି କଟକ ଜିଲ୍ଲାରୁ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

farmer faces problem in dhanamandi
ଧାନମଣ୍ଡିରେ ନାହିଁ ତାଳମେଳ, ଅଡୁଆରେ ଚାଷୀ
author img

By

Published : Mar 13, 2020, 5:52 PM IST

କଟକ: ଧାନମଣ୍ଡିରେ ଅନିୟମିତତା ଅଭିଯୋଗ । ନାମ ପଞ୍ଜିକୃତ ହୋଇ ମଧ୍ୟ ସଠିକ ଢଙ୍ଗରେ ହୋଇପାରୁନି ଧାନ ବିକ୍ରି । ହତାଶ ହୋଇପଡିଛି ଚାଷୀ । ରାଜ୍ୟ ସରକାରଙ୍କ ନୂଆ ନୀତିରେ ମଧ୍ୟ ରହୁନି ତାଳମେଳ । ଧାନ ବିକ୍ରି ପାଇଁ ଟୋକନ ମିଳିଲେ ସୁଦ୍ଧା ଧାନ ଦେବା ନେଇ ନମ୍ବର ଆସିବା ସ୍ବପ୍ନ ।

ଧାନମଣ୍ଡିରେ ନାହିଁ ତାଳମେଳ, ଅଡୁଆରେ ଚାଷୀ

ତେବେ ଏହି ଅଭିଯୋଗ ନେଇ କଟକ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ସାଲେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନେକ ଗ୍ରାମବାସୀ । ଅଭିଯୋଗକାରୀଙ୍କ କହିବାନୁଯାୟୀ, ଧାନ ମଣ୍ଡିରେ ଲାଇନ ଲଗାଇ ଦିନ ଯାଉଥିଲା ବେଳେ ନମ୍ବର ଆସିବା ସ୍ବପ୍ନ ହୋଇପଡିଛି ।

ଯାହା ପାଇଁ ଚାଷୀ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ତେବେ ଜିଲ୍ଲାପାଳ ଏହି ଦିଗ ପ୍ରତି ସଚେତନ ହେଲେ ଚାଷୀ କୁଳ ହସି ଉଠିବ ବୋଲି କହିଛନ୍ତି ଗ୍ରାମବାସୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.