ETV Bharat / state

କୃଷି ବିଲ ପ୍ରତ୍ୟାହାର ଦାବିରେ ତାତିଲା କଟକ

author img

By

Published : Dec 14, 2020, 10:18 PM IST

Updated : Dec 14, 2020, 10:38 PM IST

ନୂଆ କୃଷି ଵିଲ ପ୍ରତ୍ୟାହାର ଦାଵିରେ ନଵନିର୍ମାଣ କୃଷକ ସଙ୍ଗଠନ, ଵାମପନ୍ଥୀ ଦଳ ଓ କଂଗ୍ରେସ ପକ୍ଷରୁ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ । ତାତିଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ..

କୃଷି ବିଲ ପ୍ରତ୍ୟାହାର ଦାବିରେ ତାତିଲା କଟକ
କୃଷି ବିଲ ପ୍ରତ୍ୟାହାର ଦାବିରେ ତାତିଲା କଟକ

କଟକ: ନୂଆ କୃଷି ଵିଲ ପ୍ରତ୍ୟାହାର ଦାଵିରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ । କୃଷକଙ୍କ ହକ ଦାବିରେ ସୋମବାର ନଵନିର୍ମାଣ କୃଷକ ସଙ୍ଗଠନ, ଵାମପନ୍ଥୀ ଦଳ ଓ କଂଗ୍ରେସ ପକ୍ଷରୁ ପୃଥକ୍ ପୃଥକ୍ ଭାଵେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଓ ଵିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କୃଷି ବିଲ ପ୍ରତ୍ୟାହାର ଦାବିରେ ତାତିଲା କଟକ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ କଳା ଆଇନ ଵୋଲି ଅଭିଯୋଗ କରି ଏହି ସଙ୍ଗଠନ ଗୁଡିକ ଧାରଣା ପ୍ରଦର୍ଶନ କରିଛନ୍ତି । ଏହି ଆଇନ ଦ୍ବାରା କୃଷକଙ୍କ ସ୍ବାର୍ଥ ନୁହେଁ ଵରଂ ଵହୁ ରାଷ୍ଟ୍ରୀୟ କମ୍ପାନୀ ଗୁଡିକର ସୁବିଧା ହେଵ ଵୋଲି ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । ଏଥିସହ ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି କୃଷି ଆଇନକୁ ପ୍ରତ୍ୟାହାର ନକରିଛନ୍ତି, ସେ ଯାଏଁ ରାଜ୍ୟରେ ଏପରି ଧାରଣା, ଵିକ୍ଷୋଭ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 14, 2020, 10:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.