ETV Bharat / state

'ମୂଳଦୁଆ ଠିକ୍ ହେଲେ ବଢିବ ଇଂଜିନିୟରିଂ ସିଟ'

ଇଂଜିନିୟରିଂ ପାଠ୍ୟକ୍ରମରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ପ୍ରତିବର୍ଷ ବଳକା ରହୁଛି ଅଧିକାଂଶ ସିଟ୍ । ଫଳରେ ଏହାର ସମାଧାନ ଖୁବଶୀଘ୍ର ହେବ ବୋଲି କହିଛି ଓଡିଶା ଘରୋଇ ଇଂଜିନିୟରିଂ କଲେଜ ସଂଘ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ
author img

By

Published : Jul 14, 2019, 9:17 AM IST

କଟକ: କମୁଛି ଘରୋଇ ଇଂଜିନିୟରିଂ କଲେଜ ସିଟ ଏବଂ ତାହା ସାଙ୍ଗକୁ ପିଲାଙ୍କ ଉତ୍ସାହ । ନିଯୁକ୍ତି କ୍ଷେତ୍ରରେ ବ୍ୟାପକତା ହ୍ରାସ ପାଇବାରୁ ଏହି ଦିଗରୁ ମୁହଁ ଫେରାଉଛନ୍ତି କୃତୀ ଛାତ୍ରଛାତ୍ରୀ । କିନ୍ତୁ ଏହି ସିଟ୍ ହ୍ରାସ ପଛରେ ରହିଛି ଏକ ପ୍ରମୁଖ କାରଣ, ଯାହା ସିଧାସଳଖ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗକୁ ଇଙ୍ଗିତ କରୁଛି । କାରଣ ଦୀର୍ଘ 19 ବର୍ଷ ମଧ୍ୟରେ ଇଂଜିନିୟରିଂ ସିଟ୍ ଯେତିକି ବଢିଛି ସେହି ଅନୁପାତରେ ଜେନେରାଲ ସିଟ୍ ମଧ୍ୟ ବୃଦ୍ଧି ପାଉଛି । ଯାହା ଇଂଜିନିୟରିଂ ଶିକ୍ଷା ବ୍ୟବସ୍ଥା ପାଇଁ ସାଜିଛି ଅସୁବିଧା ।

19 ବର୍ଷ ମଧ୍ୟରେ ଘରୋଇ ଇଂଜିନିୟରିଂ କଲେଜରେ ଯେତିକି ସିଟ୍ ବୃଦ୍ଧି ପାଇଛି, ତାହାର ଦଶ ଗୁଣା ଜେନେରାଲ ସିଟ୍ ବଢିବା ଦରକାର । କିନ୍ତୁ ଏପରି ନହେବାରୁ ଇଂଜିନିୟରିଂ ସିଟ ଫାଙ୍କା ପଡୁଛି ବୋଲି କହିଛନ୍ତି ଓଡିଶା ଘରୋଇ ଇଂଜିନିୟରିଂ କଲେଜ ସଂଘ(opeca) ର ରାଜ୍ୟ ସାଧାରଣ ସମ୍ପାଦକ ବିନୋଦ ଦାସ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କଟକ

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତି କମିବାର ମୁଖ୍ୟ କାରଣ ହେଉଛି ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟ ମଧ୍ୟରେ ସାମାନ୍ୟ ଦୂରତା ରହୁଛି । ଯାହା ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି । ଏହାସହିତ ଯେଉଁ ପିଲା ଦଶମ ଓ ଯୁକ୍ତ 2ରେ ଭଲ ପ୍ରଦର୍ଶନ କରୁଛନ୍ତି, ସେମାନେ ଭିନ୍ନ ପାଠ୍ୟକ୍ରମ ପଢିବା ପାଇଁ ମନ ନିବେଶ କରୁଛନ୍ତି । ବଳକା 70 ପ୍ରତିଶତ ପିଲା ଇଂଜିନିୟରିଂ ପଢ଼ିବା ପାଇଁ ଆସୁଛନ୍ତି । ଯେଉଁମାନଙ୍କର ଜ୍ଞାନର ପରିସୀମା ବ୍ୟାପ୍ତ ନଥିବାରୁ ନିଯୁକ୍ତି ଉତ୍ସ କମୁଛି । ତେଣୁ ଏହି ସମସ୍ୟାର ସମାଧାନ ଆସନ୍ତା 2 ବର୍ଷ ମଧ୍ୟରେ ହେବ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁ କଲ୍ଯାଣ ପାଲ, ଇଟିଭି ଭାରତ

Intro:କଟକ: କମୁଛି ଘରୋଇ ଇଂଜିନିୟରିଂ କଲେଜ ସିଟ । କମୁଛି ପିଲାଙ୍କ ଉତ୍ସାହ । ନିଯୁକ୍ତି କ୍ଷେତ୍ର ରେ ବ୍ୟାପକତା ହ୍ରାସ ପାଇବାରୁ ଏହି ଦିଗରୁ ମୁହଁ ଫେରାଉଛନ୍ତି କୃତିଛାତ୍ର ଛାତ୍ରୀ । କିନ୍ତୁ ଏହି ସିଟ ହ୍ରାସ ପଛରେ ରହିଛି ଏକ ପ୍ରମୁଖ କାରଣ ଯାହା ସିଧାସଳଖ ମାଧ୍ୟମିକ , ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ଆଦିକୁ ଇଙ୍ଗିତ କରୁଛି । କାରଣ ଦୀର୍ଘ 19 ବର୍ଷ ମଧ୍ୟରେ ଇଂଜିନିୟରିଂ ସିଟି ଯେତିକି ବଢିଛି ସେହି ଅନୁପାତ ରେ ଜେନେରାଲ ସିଟି ମଧ୍ୟ ବୃଦ୍ଧି ପାଉଛି । ଯାହା ଯୁକ୍ତିଯୁକ୍ତ ନୁହେଁ । 19 ବର୍ଷ ମଧ୍ୟରେ ଘରୋଇ ଇଂଜିନିୟରିଂ କଲେଜ ରେ ଯେତିକି ସିଟ ବୃଦ୍ଧି ପାଇଛି ତାହାର ଦଶ ଗୁଣା ଜେନେରାଲ ସିଟି ବଢିବା ଦରକାର । କିନ୍ତୁ ଏପରି ନହେବାରୁ ଇଂଜିନିୟରିଂ ସିଟି ଫାଙ୍କା ପଡୁଛି ବୋଲି କହିଛନ୍ତି ଓଡିଶା ଘରୋଇ ଇଂଜିନିୟରିଂ କଲେଜ ସଂଘ(opeca) ର ରାଜ୍ୟ ସାଧାରଣ ସମ୍ପାଦକ ବିନୋଦ ଦାସ ।

Body:ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତି କମିବାର ମୁଖ୍ୟ କାରଣ ହେଉଛି ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ସାମନ୍ୟ ଦୂରତା ରହୁଛି । ଯାହା ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି । ଏହାସହିତ ଯେଉଁ ପିଲା ଦଶମ ଓ ଯୁକ୍ତ 2 ରେ ଭଲ କରୁଛନ୍ତି ସେମାନେ ଅଲଗା ପାଠ୍ୟକ୍ରମ ପଢିବା ପାଇଁ ମନ ନିବେଶ କରୁଛନ୍ତି । ବଳକା 70 ପ୍ରତିଶତ ପିଲା ଇଂଜିନିୟରିଂ ପଢ଼ିବା ପାଇଁ ଆସୁଛନ୍ତି । ଯେଉଁମାନଙ୍କର ଜ୍ଞାନ ର ପରିସୀମା ବ୍ୟାପ୍ତ ନଥିବାରୁ ନିଯୁକ୍ତି ଉତ୍ସ କମୁଛି । କିନ୍ତୁ ଏହି ଅସୁବିଧା ର ସମାଧାନ ଆସନ୍ତା 2 ବର୍ଷ ମଧ୍ୟରେ ହେବ ବୋଲି କହିଛନ୍ତି ସେ ।

ବାଇଟ: ବିନୋଦ ଦାସ ( ଓପେକା ରାଜ୍ୟ ସାଧାରଣ ସମ୍ପାଦକ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.