ETV Bharat / state

ପାଟ୍ରୋଲିଂବେଳେ ଶହେ କେଜି ଗଞ୍ଜେଇ ଜବତ - cannabis were seized

କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ପକ୍ଷରୁ ବିପୁଳ ଗଞ୍ଜେଇ ଜବତ ହେବା ସହ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଶହେ କେଜି ଗଞ୍ଜେଇ ଜବତ
ଶହେ କେଜି ଗଞ୍ଜେଇ ଜବତ
author img

By

Published : Dec 22, 2020, 7:09 PM IST

କଟକ: ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ । କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ପକ୍ଷରୁ ବିପୁଳ ଗଞ୍ଜେଇ ଜବତ ହେବା ସହ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି ଅଶୋକ ପୃଷ୍ଟି ଓ ପ୍ରକାଶ ବେହେରା। ଉଭୟ ବାଲିପାଟଣା ଥାନା ଅଞ୍ଚଳ ବୋଲି ସ୍ପଷ୍ଟ କରିଛି ଅବକାରୀ ବିଭାଗ । ଏହାସହ ଏକ ଦାମୀ କାର ମଧ୍ୟ ଜବତ କରିଛି ଅବକାରୀ ବିଭାଗ ।

କଟକ ବାଲିକୁଦା ଗୋପାଳପୁର ନିକଟରେ ପାଟ୍ରୋଲିଂ ସମୟରେ ଗଞ୍ଜେଇ ଚାଲାଣ ଉପରେ ପଡିଥିଲା ନଜର । ଆଉ ସଙ୍ଗେସଙ୍ଗେ ସେହି ଗାଡିକୁ ଅଟକାଇ 100 କେଜି ଗଞ୍ଜେଇ ଜବତ କରିଥିଲା ସ୍କ୍ବାର୍ଡ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.