ETV Bharat / state

ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ କଟକ ଜିଲ୍ଲା ପ୍ରଶାସନ

ବାତ୍ୟା ‘’ବୁଲବୁଲ’ ପ୍ରଭାବରେ କଟକରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଏନେଇ କଟକ ଜିଲ୍ଲାପାଳ କ'ଣ କହୁଛନ୍ତି ଜାଣନ୍ତୁ...

author img

By

Published : Nov 8, 2019, 1:37 PM IST

ପ୍ରବଳ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ କଟକ ଜିଲ୍ଲାପ୍ରଶାସନ

କଟକ: ବାତ୍ୟା ‘ବୁଲବୁଲ’ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏପରିକି କେତକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି । ହେଲେ କଟକରେ ଯଦିଓ ଅପରାହ୍ନରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଟକ ଜିଲ୍ଲାପାଳ ଆମ ଇଟିଭି ଭାରତ ସମ୍ବାଦଦାତାଙ୍କୁ ଜଣାଇଛନ୍ତି ।

ସାମୁଦ୍ରିକ ଝଡ ‘ବୁଲବୁଲ’ ର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଜିଲ୍ଲାର ସମସ୍ତ ବିଡିଓ,ତହସିଲଦାର, ସେସୁ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କଟକ ଜିଲ୍ଲାପାଳ ଜଣାଇଛନ୍ତି ।

କଟକରୁ ନାରୟଣ ସାହୁ, ଇଟିଭି ଭାରତ

Intro:ବୁଲବୁଲ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି।କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି।ତେବେ କଟକରେ ଯଦିଓ ଅପରାହ୍ନ ସମୟରୁ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି,ତେବେ ବର୍ଷା ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଟକ ଜିଲ୍ଲାପାଳ ଇଟିଭି ଭାରତ କୁ ସୂଚନା ଦେଇଛନ୍ତି।ସମସ୍ତ ବିଭାଗ ସଜାଗ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି।ସରକାରୀ କର୍ମଚାରୀ ଙ୍କ ଛୁଟି ବାତିଲ କରାଯାଇଛି।ଜିଲ୍ଲାର ସମସ୍ତ ବିଡ଼ିଓ,ତହସିଲ,ସେସୁ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି।ତେବେ କଟକ ରେ ଆସନ୍ତାକାଲି ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଧେଶ ଦିଆଯାଇଥିବା କଟକ ଜିଲ୍ଲାପାଳ କହିଛନ୍ତି।

ବାଇଟ - ଭବାନୀ ଶଙ୍କର ଚୟିନୀ, କଟକ ଜିଲ୍ଲାପାଳ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.