ETV Bharat / state

'ନୂଆ କୃଷି ଆଇନ ବାଙ୍କୀ ଭଳି କୃଷି ପ୍ରଧାନ ଅଞ୍ଚଳକୁ ସମୃଦ୍ଧ କରିବ' - ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ

କଟକ ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ଉଦଘାଟନ ସମାରୋହରେ ଭିସି ଯୋଗେ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

'ନୂଆ କୃଷି ଆଇନ ବାଙ୍କୀ ଭଳି କୃଷି ପ୍ରଧାନ ଅଞ୍ଚଳକୁ ସମୃଦ୍ଧ କରିବ'

author img

By

Published : Jan 6, 2021, 10:03 PM IST

କଟକ: ଜିଲ୍ଲାର ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଏହି ବିଦ୍ୟାଳୟଟି ଆଜି 100 ବର୍ଷ ପୂରଣ କରିବା ବିରଳ ତଥା ଗୌରବମୟ କୀର୍ତ୍ତିମାନ ଓ ପୂର୍ବଜମାନଙ୍କ ପ୍ରଚେଷ୍ଟାର ପ୍ରମାଣ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି ।

'ନୂଆ କୃଷି ଆଇନ ବାଙ୍କୀ ଭଳି କୃଷି ପ୍ରଧାନ ଅଞ୍ଚଳକୁ ସମୃଦ୍ଧ କରିବ'
'ନୂଆ କୃଷି ଆଇନ ବାଙ୍କୀ ଭଳି କୃଷି ପ୍ରଧାନ ଅଞ୍ଚଳକୁ ସମୃଦ୍ଧ କରିବ'

ସେହିପରି ଏକବଂଶ ଶତାଦ୍ଦୀରେ ଟେକ୍ନୋଲିଜି ମାଧ୍ୟମରେ ନୂଆ ଢାଞ୍ଚାରେ ବାଙ୍କୀକୁ ଏକ ଆଦର୍ଶ ତଥା କୃଷି ଅର୍ଥନୀତିରେ ପରିଣତ କରିବା ଦିଗରେ ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ପୁରାତନ ଓ ନୂତନ ଶିକ୍ଷାର୍ଥୀମାନେ ସାମୂହିକ ପ୍ରଚେଷ୍ଟା କରିବା ଦରକାର । ଭାରତ ସରକାରଙ୍କ ନୂତନ ଶିକ୍ଷାନୀତି 2020 ସ୍କୁଲ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ବଡ ପଦକ୍ଷେପ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହାସହ ବାଙ୍କୀ ଭଳି କୃଷି ପ୍ରଧାନ ଅଞ୍ଚଳକୁ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ କୃଷି ଆଇନ ପ୍ରଣୟନ କରାଯାଇଛି । ଏହାଦ୍ବାରା ବାଙ୍କୀରେ କୃଷକ ଆତ୍ମନିର୍ଭର ତଥା ସ୍ବାବଲମ୍ବୀ ହୋଇପାରିବେ ସେ ମନ୍ତବ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.