ETV Bharat / state

Baliyatra 2022: ବାଲିଯାତ୍ରାରେ ଡିଟରଜେଣ୍ଟର ଚାହିଦା, ଷ୍ଟଲ୍‌ରେ ଖଚାଖଚ ଭିଡ଼ - ବାଲିଯାତ୍ରାରେ ଡିଟରଜେଣ୍ଟର ଚାହିଦା

ଡ୍ରେସ୍‌ ହେଉ ଅବା ଯେକୌଣସି ଜିନିଷ ସଫା କରିବା, ଏଥିନିମନ୍ତେ ଡିଟରଜେଣ୍ଟ ଗୁଣ୍ଡର ଆବଶ୍ୟକତା ପଡିଥାଏ । ତେବେ ଏହା କିଣିବା ବେଳେ ଖାଉଟିମାନେ ଅନେକ ଥର ଚିନ୍ତା କରିଥାନ୍ତି (detergent demand in Baliyatra)। ଅଧିକ ପଢ଼ନ୍ତୁ

detergent demand in Baliyatra customers looking for quality product with affordable price
Baliyatra 2022: ବାଲିଯାତ୍ରାରେ ଡିଟରଜେଣ୍ଟର ଚାହିଦା, ଷ୍ଟଲ୍‌ରେ ଖଚାଖଚ ଭିଡ଼
author img

By

Published : Nov 17, 2022, 6:15 PM IST

କଟକ: ଡିଟରଜେଣ୍ଟ ସବୁ ସମୟରେ ସମସ୍ତଙ୍କର ଆବଶ୍ୟକତା ପଡେ । ସେ ଡ୍ରେସ ହେଉ ଅବା ଯେକୌଣସି ଜିନିଷ ଆମେ ସଫା କରିବା, ଡିଟରଜେଣ୍ଟ ଗୁଣ୍ଡର ଆବଶ୍ୟକତା ପଡିଥାଏ(detergent demand in Baliyatra) । ବଜାରରେ ଏବେ ବିଭିନ୍ନ ପ୍ରକାର ବ୍ରାଣ୍ଡର ଡିଟରଜେଣ୍ଟ ଗୁଣ୍ଡ ଉପଲବ୍ଧ ହେଉଛି । ତେବେ ଏହା କିଣିବା ବେଳେ ଖାଉଟିମାନେ ଅନେକ ଥର ଚିନ୍ତା କରିଥାନ୍ତି । ଏବେ କଟକ ଐତିହାସିକ ବାଲିଯାତ୍ରାରେ ଡିଟରଜେଣ୍ଟ ଗୁଣ୍ଡର ଚାହିଦା ଅଧିକ ରହିଛି ।

Baliyatra 2022: ବାଲିଯାତ୍ରାରେ ଡିଟରଜେଣ୍ଟର ଚାହିଦା, ଷ୍ଟଲ୍‌ରେ ଖଚାଖଚ ଭିଡ଼

କାରଣ ଯଦି କପଡା ଭଲ ସଫା ନହୁଏ,ତେବେ ଖାଉଟି ମାନେ ଉକ୍ତ ବ୍ରାଣ୍ଡ୍‌କୁ ଦ୍ବିତୀୟ ଥର କିଣିବାକୁ ମନ ବଳାନ୍ତିନି । କେବଳ ସେତିକି ନୁହେଁ ବରଂ ଅନେକ ନିମ୍ନ ମାନର ବ୍ରାଣ୍ଡର ଡିଟରଜେଣ୍ଟ ଗୁଣ୍ଡ ବ୍ୟବହାର କରିବା ଦ୍ବାରା କପଡା କଲର ମଧ୍ୟ ଛାଡ଼ିବାର ଆଶଙ୍କା ରହିଥାଏ । ତେବେ ଖାଉଟିମାନେ ଡିଟରଜେଣ୍ଟ କିଣିବା ବେଳେ ଭାବି ଚିନ୍ତିକି କିଣିଥାନ୍ତି । କମ୍ପାନିଗୁଡିକ ମଧ୍ୟ ଖାଉଟିଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ଅଫର ମଧ୍ୟ ଦେଇଥାନ୍ତି । ଏହି ଅଫରରେ ଫସି ଯାଆନ୍ତି କି ଖାଉଟି ? ତେବେ କେଉଁ ବ୍ରାଣ୍ଡର ଆମେ ବ୍ୟବହାର କରିବା ?

ବାଲିଯାତ୍ରାରେ ରିହାତି ଦରରେ କ୍ବାଲିଟି ଡିଟରଜେଣ୍ଟ ମିଳିଥିବାରୁ ଏଭଳି ଷ୍ଟଲ୍‌ର ଗ୍ରାହକଙ୍କ ଭିଡ଼ ଜମୁଛି । ବ୍ୟବସାୟୀ ମଧ୍ୟ ଭଲ ପ୍ରଡକ୍ଟ ବିକ୍ରି କରି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଡିଟରଜେଣ୍ଟ ସହ ୱାଶିଂ ଲିକୁଇଡ ମଧ୍ୟ କିଣି ନେଉଛନ୍ତି ଗ୍ରାହକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.