ETV Bharat / state

କଟକରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ : ଜିଲ୍ଲାପାଳ - କୋରୋନା ଭାଇରସ ଖବର

କଟକରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ଏ ନେଇ କଟକ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି। ଜିଲ୍ଲାରେ ଫେରିଥିବା ପ୍ରବାସୀ ମାନେ ହିଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

cuttack-has-not-yet-covid19-community-spread-says-cuttack-collector
କଟକରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ : ଜିଲ୍ଲାପାଳ
author img

By

Published : Jun 18, 2020, 4:07 AM IST

କଟକ: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କଟକରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ଏ ନେଇ କଟକ ଜିଲ୍ଲାପାଳ କହିଛନ୍ତି। ବାହାରୁ ଆସୁଥିବା ସମସ୍ତ ପ୍ରବାସୀଙ୍କୁ କ୍ବାରଣ୍ଟାଇନ ସେଣ୍ଟରରେ ରଖି ସେମାନଙ୍କ କୋରୋନା ପରୀକ୍ଷା କରାଯାଉଛି।

କଟକରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ : ଜିଲ୍ଲାପାଳ

ରାଜ୍ୟରେ ଦିନକୁ ଦିନ କୋରୋନା କାୟା ବିସ୍ତାର କରିଥିଲାବେଳେ କଟକରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ତେବେ କଟକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଜିଲ୍ଲାରେ ଫେରିଥିବା ପ୍ରବାସୀ ମାନେ ହିଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେଉଁ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ତାହା କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହେଉଛନ୍ତି। ସେମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି।ତେବେ କଟକ ଜିଲ୍ଲାରେ କୋରୋନା ବ୍ୟାପି ନଥିବା କଟକ ଜିଲ୍ଲାପାଳ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.