ETV Bharat / state

୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ - ଗଞ୍ଜେଇ ଜବତ

କଟକର ଶିଖରପୁର ଅଞ୍ଚଳରୁ ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ସହ ଜଣକୁ ଗିରଫ କଲା ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାର୍ଡ। ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 26, 2019, 4:19 AM IST

କଟକ: ୨ କୁଇଣ୍ଟାଲ ୧୦ କେଜି ଗଞ୍ଜେଇ ସହ ଜଣକୁ ଗିରଫ କଲା କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାର୍ଡ। କଟକର ଶିଖରପୁର ଅଞ୍ଚଳରୁ ଏହି ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ କାରକୁ ମଧ୍ୟ ଜବତ କରାଯାଇଛି। ଗିରଫ ଯୁବକ ଜଣକ ଭଦ୍ରକ ଅଞ୍ଚଳର ତପନ ରାଉତ ବୋଲି ଜଣାପଡିଛି। ତେବେ ଜବତ ହୋଇଥିବା ଗଞ୍ଜେଇର ଦାମ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ମୁତାବକ, ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାର୍ଡ କଟକ ଶିଖରପୁର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ବିଭିନ୍ନ ଗାଡି ଯାଞ୍ଚ କରିବା ସମୟରେ ଏହି ଗଞ୍ଜେଇ ବୋଝେଇ ଗାଡି ଜବତ କରିଥିଲା ବିଭାଗ। ତେବେ ଗାଡ଼ିର ଡ୍ରାଇଭର ଧରା ପଡିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ମୁଖ୍ୟ ଅଭିଯୁକ୍ତ ଜଣକ ରାଜୁ ବୋଲି ଜଣାପଡ଼ିଛି। ତେବେ ଏହି ଗଞ୍ଜେଇ ବ୍ରହ୍ମପୁରର ଦିଗପହଣ୍ଡି ଅଞ୍ଚଳରୁ ଭଦ୍ରକ ଚାଲାଣ କରାଯାଉଥିଲା ବୋଲି ଗିରଫ ଡ୍ରାଇଭର ଜଣକ କହିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:୨ କୁଇନ୍ଟାଲ ୧୦ କେଜି ଗଞ୍ଜେଇ ସହ ଜଣକୁ ଗିରଫ କରିଛି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ।କଟକ ଶିଖରପୁର ଅଞ୍ଚଳରୁ ଗିରଫ କରିଛି ଅବକାରୀ ବିଭାଗ। ଏଥିସହ ବ୍ୟବହାର ହୋଇଥିବା କାର କୁ ମଧ୍ୟ ଜବତ କରାଯାଇଛି।ଗିରଫ ହୋଇଥିବା ଯୁବକ ଜଣକ ହେଉଛନ୍ତି ଭଦ୍ରକ ଅଞ୍ଚଳର ତପନ ରାଉତ।ତେବେ ଜବତ ହୋଇଥିବା ଗଞ୍ଜେଇ ର ଦାମ ହାରାହାରି ୧୦ ଲକ୍ଷ ରୁ ଅଧିକ ବୋଲି ଜଣାପଡିଛି।ତେବେ ଏହି ଗଞ୍ଜେଇ ଦିଗ ପହଣ୍ଡି ରୁ ଭଦ୍ରକ ଚାଲାଣ କରାଯାଉଥିଲା।

ସୂଚନା ଅନୁଯାୟୀ ଅବକାରି ବିଭାଗ ଫ୍ଲାଇଙ୍ଗ ସ୍କ୍ୱାର୍ଡ ର ଏକ ଟିମ କଟକ ଶିଖରପୁର ଅଞ୍ଚଳରେ ପେଟ୍ରୋଲିଂ କରୁଥିଲା। ବିଭିନ୍ନ ଗାଡି ଯାଞ୍ଚ କରିବା ସମୟରେ ଏହି ଗଞ୍ଜେଇ ବୋଝେଇ ଗାଡି ଜବତ କରିଥିଲା।ତେବେ ଗାଡ଼ିର ଡ୍ରାଇଭର ଜଣକ ଧରା ପଡିଥିବା ବେଳେ,ଏଥିରେ ମୁଖ୍ୟ ଅଭିଯୁକ୍ତ ଫେରାର୍ ହୋଇଯାଇଥିବା ଜଣା ପଡ଼ିଛି।ମୁଖ୍ୟ ଅଭିଯୁକ୍ତ ଜଣକ ରାଜୁ ବୋଲି ଜଣା ପଡ଼ିଛି।
ତେବେ ୪ ହଜାର ଟଙ୍କାରେ ବ୍ରହ୍ମପୁର ର ଦିଗପହଣ୍ଡି ଅଞ୍ଚଳରୁ ଭଦ୍ରକ ନିଆଯାଉଥିବା ଡ୍ରାଇଭର ଜଣକ କହିଛନ୍ତି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.