ETV Bharat / state

ପରିବାର ସହ ଭୋଟ ଦେଲେ ମହମ୍ମଦ ମୋକିମ୍‌

କଟକର ଖଟବିନ୍ ସାହିସ୍ଥିତ 70 ନଂ ବୁଥ୍‌ରେ କଂଗ୍ରେସ କଟକ ବିଧାନସଭା ପ୍ରାର୍ଥୀ ମହମ୍ମଦ ମୋକିମ୍ ପରିବାର ସହ ଭୋଟ ଦେଇଛନ୍ତି ।

author img

By

Published : Apr 23, 2019, 1:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ । ଭୋଟ ଦେଉଛନ୍ତି ରାଜ୍ୟବାସୀ । କଟକର ଖଟବିନ୍ ସାହିସ୍ଥିତ 70 ନଂ ବୁଥ୍‌ରେ କଂଗ୍ରେସର କଟକ ବିଧାନସଭା ପ୍ରାର୍ଥୀ ମହମ୍ମଦ ମୋକିମ୍‌ ନିଜ ପରିବାର ସହ ଭୋଟ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଇଭିଏମ ତ୍ରୃଟିକୁ ନେଇ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୋକିମ୍ । କଟକରେ ଇଭିଏମ ମେସିମ୍‌ ଖରାପକୁ ନେଇ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଥିବା ନେଇ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

fgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.