ETV Bharat / state

ବନ୍ୟା ବିଭୀଷିକା : ଚାଷୀଙ୍କୁ ମିଳିବ କ୍ଷତି ପୂରଣ

author img

By

Published : Aug 19, 2022, 10:58 PM IST

ବନ୍ୟାରେ କ୍ଷତି ସହିଥିବା ଚାଷୀକୁ କ୍ଷତିପୂରଣ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ (agricultural damaged due to flood ) । ଅଧିକ ପଢନ୍ତୁ

ବନ୍ୟା ବିଭୀଷିକା : ଚାଷୀଙ୍କୁ ମିଳିବ କ୍ଷତି ପୂରଣ
ବନ୍ୟା ବିଭୀଷିକା : ଚାଷୀଙ୍କୁ ମିଳିବ କ୍ଷତି ପୂରଣ

କଟକ: ଛାଡିଛି ବନ୍ୟା ପାଣି । ହେଲେ ଛାଡି ଯାଇଛି ଅନେକ ଦୁର୍ଦ୍ଦଶା । କଟକ ଜିଲ୍ଲାରେ ବନ୍ୟା ଯୋଗୁଁ ହୋଇଛି ବ୍ୟାପକ କ୍ଷୟକ୍ଷତି(agricultural damaged due to flood ) । ପାଣି କମିଛି ହେଲେ ଚାଷୀ ମୁଣ୍ଡରେ ପଡିଛି ଚଡକ । ଫସଲ ନଷ୍ଟ ହେବା ସହ ହେକ୍ଟର ହେକ୍ଟର ଜମିରେ ବନ୍ୟା ପାଣି ମାଡ଼ି ଯିବରୁ ଚାଷୀ ହତାଶ ହୋଇଛନ୍ତି ।

ବାଙ୍କୀ, ନରସିଂପୁର, ଆଠଗଡ଼ ତିଗିରିଆ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଯାହାର ଆକଳନ ପ୍ରକ୍ରିୟା ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ । ତୃଣମୂଳ ସ୍ଥରକୁ ଯାଇ ସ୍ଥିତି ପରଖି ଏସଆରସିଙ୍କୁ ରିପୋର୍ଟ ଦେବା କାମ ଆରମ୍ଭ ହୋଇଛି । ସେପଟେ ଚାଷୀକୁ କ୍ଷୟକ୍ଷତି ବାବଦକୁ କ୍ଷତିପୂରଣ ମଧ୍ୟ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.