ETV Bharat / state

ରାଜ୍ୟରେ ବଢୁଛି ସାଇବର କ୍ରାଇମ, ନାକେଦମ ପୋଲିସ - ବ୍ୟାଙ୍କ ଠକେଇ

ରାଜ୍ୟରେ କମିବକି ବ୍ୟାଙ୍କ ଠକେଇ! ବୃଦ୍ଧି ପାଉଛି ମାମଲା। ଏପରି ଘଟଣାରେ ତଦନ୍ତ କରିବାକୁ ନାକେଦମ ହେଲାଣି ସାଇବର ଥାନା। ଏନେଇ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଦିଆଯାଇଛି ତାଲିମ।

criem-branch-training-on-bank-fraud
criem-branch-training-on-bank-fraud
author img

By

Published : Jan 10, 2020, 10:26 PM IST

କଟକ: ରାଜ୍ୟରେ ସାଇବର ଅପରାଧୀଙ୍କ ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। କ୍ରାଇମବ୍ରାଞ୍ଚର ସାଇବର ଥାନା ଏଭଳି ଠକେଇ ମାମଲାକୁ ତଦନ୍ତ କରିବାକୁ ନାକେଦମ ହେଲାଣି। ଅତ୍ୟଧିକ ମାମଲାର ଚାପ ରହୁଥିବାରୁ ଥାନା ସ୍ତରରେ ଅଫିସରଙ୍କୁ ବ୍ୟାଙ୍କ ଠକେଇ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ତାଲିମ ପ୍ରଦାନ କରାଯାଇଛି।

ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ବିଭିନ୍ନ ରେଞ୍ଜର ଅଫିସରଙ୍କୁ ତାଲିମ ଦିଆଯାଇଛି। ବ୍ୟାଙ୍କ ଠକେଇ, ପ୍ରତିରୋଧ ଓ ତଦନ୍ତ ସମ୍ପର୍କିତ ଏହି ତାଲିମ କାର୍ଯ୍ୟକୁ ଆଇସିଆଇସିଆଇ ବ୍ୟାଙ୍କ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା।

ରାଜ୍ୟରେ ବଢୁଛି ସାଇବର କ୍ରାଇମ, ନାକେଦମ ପୋଲିସ

ଏଟିଏମ ଠକେଇ, କ୍ରେଡିଟ କାର୍ଡ ଠକେଇ, ୟୁପିଆଇ ଠକେଇ ସମେତ ଅନଲାଇନରେ ହେଉଥିବା ସମସ୍ତ ପ୍ରକାର ବ୍ୟାଙ୍କ ଠକେଇର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାବେଳେ ଥାନା ସ୍ତରରେ ଅଫିସରଙ୍କୁ କିଭଳି ଦକ୍ଷ କରାଯିବ ତାହା ଏହି କର୍ମଶାଳାର ମୁଖ୍ୟ ଉଦେଶ୍ୟ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ରାଜ୍ୟରେ ସାଇବର ଅପରାଧୀଙ୍କ ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି।କ୍ରାଇମବ୍ରାଞ୍ଚ ର ସାଇବର ଥାନା ଏଭଳି ଠକେଇ ମାମଲାକୁ ତଦନ୍ଦ କରିବାକୁ ନାକେଦମ ହେଲାଣି।ଅତ୍ୟଧିକ ମାମଲାର ଚାପ ରହୁଥିବାରୁ ଥାନା ସ୍ଥରରେ ଅଫିସର ମାନଙ୍କୁ ବ୍ୟାଙ୍କ ଠକେଇ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ତାଲିମ ପ୍ରଦାନ କରାଯାଇଛି।ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ବିଭିନ୍ନ ରେଞ୍ଜର ଅଫିସର ଙ୍କୁ ତାଲିମ ଦିଆଯାଇଛି।ବ୍ୟାଙ୍କ ଠକେଇ,ପ୍ରତିରୋଧ,ଓ ତଦନ୍ତ ସମ୍ପର୍କିତ ଏହି ତାଲିମ କାର୍ଯ୍ୟକୁ ଆଇସିଆଇସିଆଇ ବ୍ୟାଙ୍କ ଏବଂ କ୍ରାଇମବ୍ରାଞ୍ଚ ର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା।ଏଟିଏମ ଠକେଇ ,କ୍ରେଡିଟକାର୍ଡ ଠକେଇ ,ୟୁପିଆଇ ଠକେଇ ସମେତ ଅନଲାଇନରେ ହେଉଥିବା ସମସ୍ତ ପ୍ରକାର ବ୍ୟାଙ୍କ ଠକେଇର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବାବେଳେ ଥାନା ସ୍ଥରରେ ଅଫିସର ମାନଙ୍କୁ କିଭଳି ଦକ୍ଷ କରାଯିବ ତାହା ଏହି କର୍ମଶାଳାର ମୁଖ୍ୟ ଉଦ୍ଧେଶ୍ୟ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.