ETV Bharat / state

ମାହାଙ୍ଗା ମର୍ଡର କେସ୍, 5 ଅଭିଯୁକ୍ତ କୋଭିଡ ନେଗେଟିଭ

author img

By

Published : Jan 6, 2021, 3:34 PM IST

ମାହାଙ୍ଗା ବିଜେପି ନେତା ଓ ତାଙ୍କ ସହଯୋଗୀ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତମାନଙ୍କ ହେଲା କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ...

covid test of mahanga double murder accused
ମାହାଙ୍ଗା ମର୍ଡର, 5 ଅଭିଯୁକ୍ତଙ୍କ ରିପୋର୍ଟ ନେଗେଟିଭ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗିରଫ ସମସ୍ତ ଅଭିଯୁକ୍ତଙ୍କ କୋଭିଡ ଟେଷ୍ଟ ହୋଇଛି । ସେମାନଙ୍କ ରିପୋର୍ଟ ନେଗେଟିଭ ରହିଥିବା ସୂଚନା ମିଳିଛି । ଏହି ଟେଷ୍ଟ ଆଜି(ବୁଧବାର) ମାହାଙ୍ଗା ମେଡିକାଲରେ କରାଯାଇଛି ।

ଏହି ଜଘନ୍ୟ ହତ୍ୟାକାଣ୍ଡରେ ଗତକାଲି(ମଙ୍ଗଳବାର) ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସମେତ 4 ଜଣଙ୍କୁ ଗିରଫ କରାଯାଇଥିଲା । ଆଜି ଆଉ ଜଣେ ଗିରଫ ପରେ ସମସ୍ତଙ୍କର କୋଭିଡ ଟେଷ୍ଟ କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.