ETV Bharat / state

କୋଭିଡ-୧୯ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ: ରାଜ୍ୟରେ ୧୪୯ଟି ମକଦ୍ଦମା ରୁଜୁ

କୋଭିଡ-୧୯ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ସର୍ବମୋଟ ୧୪୯ଟି ମକଦ୍ଦମା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାର ସୂଚନା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଛି ।

author img

By

Published : Mar 25, 2020, 10:40 PM IST

covid-19-related-guidelines-violation-149-lawsuits-filed-in-the-state
କୋଭିଡ -୧୯ ସମ୍ବନ୍ଧିୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ: ରାଜ୍ୟରେ ୧୪୯ଟି ମକଦ୍ଦମା ରୁଜୁ

କଟକ: ୨୪ ମାର୍ଚ୍ଚ ସକାଳ ଠାରୁ ୨୫ ମାର୍ଚ୍ଚ ସକାଳ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କୋଭିଡ-୧୯ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ସର୍ବମୋଟ ୧୪୯ଟି ମକଦ୍ଦମା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏହା ମଧ୍ୟରୁ ୧୩୭ଟି ମକଦ୍ଦମା ଲକ୍‌ ଡାଉନ୍‌ ଉଲ୍ଲଂଘନ ପାଇଁ ହୋଇଛି ଏବଂ ୫ ଟି ମକଦ୍ଦମା ହୋମ କ୍ବାରେଣ୍ଟାଇନ ଉଲ୍ଲଂଘନ ନିମନ୍ତେ କରାଯାଇଛି । ଏହା ବ୍ୟତୀତ ୭ଟି ମକଦ୍ଦମା କୋଭିଡ-୧୯ ସମ୍ଵନ୍ଧୀୟ ଅନ୍ୟ ନିର୍ଦ୍ଦେଶାବଳୀ ଖିଲାପ ହୋଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.