ETV Bharat / state

‘ନିୟନ୍ତ୍ରଣରେ କଟକର କୋରୋନା ସ୍ଥିତି’ - କଟକରେ କୋରୋନା

ସିଲଭର୍ ସିଟିରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ପ୍ରତ୍ୟକ ଦିନ ୧୦ ରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଅଧିକ ପଢନ୍ତୁ...

ସିଲଭର୍ ସିଟିରେ କୋରୋନା ସ୍ଥିତି ନିୟନ୍ତ୍ରଣ
ସିଲଭର୍ ସିଟିରେ କୋରୋନା ସ୍ଥିତି ନିୟନ୍ତ୍ରଣ
author img

By

Published : Mar 9, 2021, 8:27 AM IST

କଟକ: ସିଲଭର୍ ସିଟିରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ପ୍ରତ୍ୟକ ଦିନ ୧୦ ରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରବିବାର ୪ ଜଣ ଚିହ୍ନଟ ହୋଇଥିବା ବେଳେ ଏହାର ପୂର୍ବଦିନ ୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁସ୍ଥ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ଡାକ୍ତର ଉମେଶ ରାୟ ।

ସିଲଭର୍ ସିଟିରେ କୋରୋନା ସ୍ଥିତି ନିୟନ୍ତ୍ରଣ

ସେ ଏହା ମଧ୍ୟ କହିଛନ୍ତି, ସାବଧାନ ନ ରହିଲେ ଅର୍ଥାତ କୋଭିଡ ନିୟମ ଉଲଂଘନ କଲେ ପରିସ୍ଥିତି ବିଗିଡି ପାରେ ବୋଲି ଡାକ୍ତର ଉମେଶ ରାୟ କହିଛନ୍ତି। ବର୍ତ୍ତମାନ କୋରୋନା ସ୍ଥିତି ଚିନ୍ତାଜନକ ନଥିବା ସେ କହିଛନ୍ତି । ସେହିପରି ମହାରାଷ୍ଟ୍ର ପରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଜାଗ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.