ETV Bharat / state

କମିଶନରେଟ ପୋଲିସ ନଜରରେ ଜୁଆଡି, 48 ଗିରଫ - Cuttack

ସନ୍ଧ୍ୟା ହେଲେ କଟକ ସହରରେ ମାତୁଛନ୍ତି ଜୁଆଡି । ଜୁଆଡିଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କରିଛି ସ୍ବତନ୍ତ୍ର ଅପରେସନ । ବର୍ତ୍ତମାନ ସୁଦ୍ଧା 48 ଜଣ ଜୁଆଡିଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 19, 2019, 3:21 PM IST

Updated : Jun 19, 2019, 4:15 PM IST

କଟକ: ସିଲଭର ସିଟିରେ ବର୍ତ୍ତମାନ ଚାଲିଛି ଜୁଆଡିଙ୍କ ରାଜ । ସନ୍ଧ୍ୟା ହେଲେ ବେଧଡକ ମାତୁଛନ୍ତି ଜୁଆଡି । ତେବେ କମିଶନରେଟ ପୋଲିସ ଏଯାବତ 48 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏଥିସହ ଘଟଣାସ୍ଥଳରୁ 65 ହଜାର ଟଙ୍କା, 5ଟି ବାଇକ ଓ ଅନେକ ମୋବାଇଲ ଜବତ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସନ୍ଧ୍ୟା ହେଲେ ସହରରେ ମାତୁଛନ୍ତି ଜୁଆଡି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅପରେସନ । ମହାନଦୀ ବିହାରରେ 50 ଊର୍ଦ୍ଧ୍ବ ବ୍ୟକ୍ତି ଜୁଆ ଖେଳୁଥିବା ନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ଚଢାଉ କରିଥିଲା । ରେଡ ବେଳେ 48 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା କମିଶନରେଟ ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସିଲଭରସିଟି ରେ ବେଧଡ଼କ ଭାବେ ଚାଲିଛି ଜୁଆଡି ଙ୍କ ରାଜ । ସନ୍ଧ୍ୟା ହେଲେ ସକ୍ରିୟ ହୋଇପଡ଼ନ୍ତି ଏହି ଦୁର୍ବୁତ୍ତଗଣ । ଟଙ୍କା ଗାଡି ଓ ମୋବାଇଲ କୁ ବନ୍ଧା ପକାଇ ଏହି ଖେଳ ରେ ଜିତାପଟ ହାସଲ କରିବାକୁ ଚେଷ୍ଟା ମଧ୍ୟ କରିଥାନ୍ତି । କିନ୍ତୁ ଏହି ଯୋଜନା କୁ ସମ୍ପୁର୍ଣ୍ଣ ପଣ୍ଡ କରିବାକୁ ନିଶ୍ଚୟ କରିନେଇଛି କମିଶନରେଟ ପୋଲିସ । ଏଥିପାଇଁ ସକାଳେ ସଂଜେ ସହର କୋଣ ଅନୁକୋଣରେ ପଈଁତରା ମାରୁଛି କମିଶନରେଟ ପୋଲିସ ।

Body:ଏହିକ୍ରମ ରେ ମହାନଦୀ ବିହାର ରେ 50 ରୁ ଉର୍ଦ୍ଧ୍ଵ ବ୍ୟକ୍ତି ଜୁଆ ଖେଳିବା ସମୟରେ ହାବୁଡି ଯାଇଥିଲା କମିଶନରେଟ ପୋଲିସ । ଆଉ 48 ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଆଉ ଘଟଣା ସ୍ଥଳରୁ 65 ହଜାର ଟଙ୍କା , ପାଞ୍ଚ ଟି ବାଇକ ଓ ଅନେକ ମୋବାଇଲ ଜବତ କରିଥିଲା କମିଶନରେଟ ପୋଲିସ । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ସିଲଭରସିଟି ରେ ଜୁଆଡ଼ି ଙ୍କ ଉପରେ କଡା ନଜର ରଖିଛି କମିଶନରେଟ ପୋଲିସ ।

ବାଇଟ : ତିରନାଥ ପଟେଲ ( ଏଡିସିପି କଟକ)Conclusion:No need
Last Updated : Jun 19, 2019, 4:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.