ETV Bharat / state

କମିଶନରେଟ ପୋଲିସର କବଜାରେ 3 ଚୋର

ଫସିବେ ଚୋର । କମିଶନରେଟ୍ ପୋଲିସ ଆରମ୍ଭ କଲା ଲୁଟେରାଙ୍କ ପାଇଁ ପ୍ରହର । ଅନେକ ଲୁଟେରାଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି ପୋଲିସ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ
author img

By

Published : Aug 18, 2019, 5:23 PM IST

କଟକ: ଚୋରି କଲେ ଫସିବ ଚୋର । ସେମାନଙ୍କ ଉପରେ ପୋଲିସର ରଖିଛି କଡ଼ା ନଜର। କାରଣ କମିଶନରେଟ ପୋଲିସ ଚୋରି ରୋକିବା ପାଇଁ ଆରମ୍ଭ କରିଛି ପ୍ରହର । ସିଲଭର ସିଟିରେ ସନ୍ଧ୍ୟା ହେଲେ କଳା କନା ବୁଲାଉଥିବା ଚୋର ଓ ଲୁଟେରା ଏବେ ପାଇବେ ପାନେ । କାରଣ କମିଶନରେଟ ପୋଲିସ ନିର୍ମାଣ କରିଛି ଏପରି ସୁରକ୍ଷା ବଳୟ । ଯେଉଁଥିରୁ ମୁକୁଳି ପାରିବେ ନାହିଁ ଚୋର।

ଶନିବାର ଠୁ ଆଜି ଭିତର 3 ଚୋରଙ୍କୁ ଗିରଫ କରିସାରିଲେଣି ପୋଲିସ । ତେବେ ଗତକାଲି ଲାଲବାଗ ଅଞ୍ଚଳରୁ ସୟିଦ ରସଦ ଅଲି ଓ ସଦିକ୍ୟୁର ରେହେମାନ ଅନେକ ଦାମୀ ମୋବାଇଲ , ଟଙ୍କା, ଆବଶ୍ୟକୀୟ କାଗତପତ୍ର ଓ ଗହଣା ଚୋରି ମାମଲାରେ ସେମାନଙ୍କୁ ଗିରଫ କରାଯାଇଛି ।

ସେହିପରି ଆଜି ଗଣ୍ଡରପୁର ଅଞ୍ଚଳରୁ ଦୁଷ୍ମନ୍ତ ସୁବୁଦ୍ଧି ନାମକ ବ୍ୟକ୍ତିକୁ 5 ଟି ସ୍କୁଟି ଓ ଏକ ଲ୍ୟାପଟପ ଚୋରି ମାମଲାରେ ଗିରଫ କରାଯାଇଛି । ତେବେ ଉଭୟ ଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ : ଚୋରି କରିବା ଭୁଲିବ ଚୋର । କାରଣ କମିଶନରେଟ ପୋଲିସଙ୍କ କଡା ନଜର ଏବେ ଚୋରଙ୍କ ଉପରେ । ସିଲଭରସିଟି ରେ ସନ୍ଧ୍ୟା ହେଲେ କଳା କନା ବୁଲାଉଥିବା ଚୋର ଓ ଲୁଟେରା ମାନେ ଏବେ ପାଇବେ ପାନେ । କାରଣ କମିଶନରେଟ ପୋଲିସ ନିର୍ମାଣ କରିଛି ଏପରି ସୁରକ୍ଷା ବଳୟ ଯେଉଁଥିରେ ଏକ ମାଛି ପଇଁତରା ମାରି ପାରିବନି ସେଠି ଚୋର ଖସିବାର ପ୍ରଶ୍ନ ବି ଉଠୁନି ।

ତେବେ ଏହି କ୍ରମ ରେ ଗତକାଲି ଠୁ ଆଜି ଭିତର 3 ଟି ଚୋରଙ୍କୁ ଗିରଫଁ କରିସାରିଲେଣି ପୋଲିସ । ତେବେ ଗତକାଲି ଲାଲବାଗ ଅଞ୍ଚଳ ରୁ ସୟିଦ ରସଦ ଅଲି ଓ ସଦିକ୍ୟୁର ରେହେମାନ ଅନେକ ଦାମୀ ମୋବାଇଲ , ଟଙ୍କା ଓ ଆବଶ୍ୟକୀୟ କାଗତପତ୍ର , ଓ ଗହଣା ଚୋରି ମାମଲା ରେ ଗିରଫ କରାଯାଇଛି ।

ସେହିପରି ଆଜି ଗଣ୍ଡରପୁର ଅଞ୍ଚଳ ରୁ ଦୁଷ୍ମନ୍ତ ସୁବୁଦ୍ଧି ନାମକ ବ୍ୟକ୍ତି କୁ 5 ଟି ସ୍କୁଟି ଓ ଏକ ଲ୍ୟାପଟପ ଚୋରି ମାମଲା ରେ ଗିରଫ କରାଯାଇଛି । ତେବେ ଉଭୟ ଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।

Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.