ETV Bharat / state

ଶିଶୁ ସୁରକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କଲେ କଟକ ଜିଲ୍ଲାପାଳ - ଶିଶୁ ସୁରକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କଲେ କଟକ ଜିଲ୍ଲାପାଳ

ବାଲ୍ୟ ବିବାହ ହେଉ ଅବା ଶିଶୁ ନିର୍ଯାତନାକୁ ରୋକିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କଲେ କଟକ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଶିଶୁ ସୁରକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କଲେ କଟକ ଜିଲ୍ଲାପାଳ

author img

By

Published : May 20, 2022, 6:30 PM IST

Updated : May 21, 2022, 10:24 AM IST

କଟକ: ଜିଲ୍ଲାରେ ଶିଶୁ ସୁରକ୍ଷାକୁ ନେଇ କଟକ ଜିଲ୍ଲା ପ୍ରଶାସନର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ । ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ବାଲ୍ୟ ବିବାହ ହେଉ ଅବା ଶିଶୁ ନିର୍ଯାତନାକୁ ରୋକିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରିଛି ଜିଲ୍ଲା ପ୍ରଶାସନ । ଏହାସହ ଶିକ୍ଷା ଓ ସ୍ୱାସ୍ଥ୍ୟରେ ଅଭିବୃଦ୍ଧି କ୍ଷେତ୍ରରେ ଶିଶୁ ମଙ୍ଗଳକାରୀ ଯୋଜନାଗୁଡ଼ିକୁ ସଠିକ୍‌ ଭାବରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ।

ଶିଶୁ ସୁରକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କଲେ କଟକ ଜିଲ୍ଲାପାଳ

ବର୍ତ୍ତମାନ ଶିଶୁ ସୁରକ୍ଷା ବାର୍ତ୍ତା ପ୍ରତ୍ୟେକ ବ୍ଲକ, ପଞ୍ଚାୟତସ୍ତରରେ ବଣ୍ଟା ଯାଉଥିବାବେଳେ ଆଗାମୀ ଦିନମାନଙ୍କରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ । ବିଗତବର୍ଷ ତୁଳନାରେ ଚଳିତବର୍ଷ କଟକରେ ଶିଶୁ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଯେଉଁଥିପାଇଁ ଶିଶୁମାନଙ୍କର ବିକାଶ ହୋଇଥିବା କହିଛନ୍ତି ଜିଲ୍ଲାପାଳ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 21, 2022, 10:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.