ETV Bharat / state

ବୁଷ୍ଟର ଡୋଜ ପାଇଁ CMC ସମ୍ପୂର୍ଣ୍ଣ ପ୍ରସ୍ତୁତ: ସତ୍ୟବ୍ରତ ମହାପାତ୍ର - କଟକ ବୁଷ୍ଟର ଡୋଜ ପ୍ରସ୍ତୁତି

15ରୁ 18 ବର୍ଷ ବୟସ୍କ ପିଲା ଓ 60 ବର୍ଷରୁ ଊର୍ଦ୍ଧ୍ବ ଏବଂ କୋଭିଡ ଯୋଦ୍ଧାଙ୍କ ତୃତୀୟ ଡୋଜ ବା ବୁଷ୍ଟର ଡୋଜ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପ୍ରକ୍ରିୟା । ସିଏମସି ଏହି ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି କଟକ ମହାନଗର ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର । ଅଧିକ ପଢନ୍ତୁ

ବୁଷ୍ଟର ଡୋଜ ପାଇଁ ସିଏମସି ପ୍ରସ୍ତୁତ
ବୁଷ୍ଟର ଡୋଜ ପାଇଁ ସିଏମସି ପ୍ରସ୍ତୁତ
author img

By

Published : Jan 1, 2022, 8:01 PM IST

କଟକ: ଖୋଲିଲା ପଞ୍ଜିକରଣ ପୋର୍ଟାଲ । 15ରୁ 18 ବର୍ଷ ବୟସ୍କ ପିଲା ଓ 60 ବର୍ଷରୁ ଊର୍ଦ୍ଧ୍ବ ଏବଂ କୋଭିଡ ଯୋଦ୍ଧାଙ୍କ ତୃତୀୟ ଡୋଜ ବା ବୁଷ୍ଟର ଡୋଜ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପ୍ରକ୍ରିୟା । କଟକ ସହରରେ ରହିଛି 59ଟି ୱାର୍ଡ । ସିଏମସି କମିଶନରଙ୍କ ନିର୍ଦ୍ଦେଶରେ ଗଠନ ହୋଇଛି ଟିମ ।

ବୁଷ୍ଟର ଡୋଜ ପାଇଁ ସିଏମସି ପ୍ରସ୍ତୁତ

ସବୁ ୱାର୍ଡରେ ଜାରି ରହିଛି ତଦାରଖ । ପରିବାରରେ କେତେ ସଦସ୍ୟ ରହିଛନ୍ତି । ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସିଏମସିର ଅନ୍ୟ ଅଧକାରୀମାନେ ପ୍ରତ୍ୟେକ ୱାର୍ଡରେ ବୁଲି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ବେଶୀ ଫୋକସରେ ରହିଛି 15ରୁ 18 ବୟସ୍କ ପିଲା । ତେବେ ସିଏମସି ଏହି ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି କଟକ ମହାନଗର ସ୍ୱାସ୍ଥ୍ୟ ଅଧକାରୀ ସତ୍ୟବ୍ରତ ମହାପାତ୍ର ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.