ETV Bharat / state

ନାବାଳିକା ଛାତ୍ରୀକୁ ଅସଦାଚରଣ - ଶିକ୍ଷକଙ୍କ ଅସଦାଚରଣ

ଭାଲିଆକଣ ପ୍ରାଥମିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀକୁ ଶିକ୍ଷକଙ୍କ ଅସଦାଚରଣ । ଏ ଘଟଣାରେ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ। ଅଧିକ ପଢ଼ନ୍ତୁ...

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ
author img

By

Published : Oct 23, 2019, 8:23 AM IST

କଟକ: ଜିଲ୍ଲାର ନିଆଳି ଥାନା ଅଧିନସ୍ଥ ଭାଲିଆକଣ ପ୍ରାଥମିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୋଗ ହୋଇଛି। ବିଦ୍ୟାଳୟର ଜଣେ ଶିକ୍ଷକଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ପୋଲିସ ଶିକ୍ଷକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ଭାଲିଆକଣ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ ବିଭିନ୍ନ ସମୟରେ ଖରାପ ଵ୍ୟଵହାର ପ୍ରଦର୍ଶନ କରୁଥିବାର ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଲେ ମାଡ଼ ଦେବା ସହ ବିଦ୍ୟାଳୟରୁ ବାହାର କରିଦେବାକୁ ଉକ୍ତ ନାବାଳିକାକୁ ଶିକ୍ଷକ ଜଣକ ଧମକ ଦେଇଥିଲେ । ଛାତ୍ରୀ ବିଦ୍ୟାଳୟ ଆସିବାକୁ ଅମଙ୍ଗ ହେବାରୁ ପରିବାର ସଦସ୍ୟଙ୍କ ସନ୍ଦେହ ହୋଇଥିଲା ।

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ

ତେବେ ଘଟଣା ସମ୍ପର୍କରେ ସେମାନେ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ପରିବାର ଲୋକେ ସ୍କୁଲକୁ ଯାଇ ସମ୍ପୃକ୍ତ ଶିକ୍ଷକଙ୍କୁ ଧରି ନିଆଳି ଥାନାକୁ ହସ୍ତାନ୍ତର କରିଥିଲେ । ଅଭିଯୋଗ ପାଇବା ପରେ ନିଆଳି ଥାନା ପୋଲିସ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରି ଏ ଘଟଣାର ତଦନ୍ତ କରୁଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲା ନିଆଳିଥାନା ଭାଲିଆକଣ ପ୍ରାଥମିକ ବିଦ୍ୟାଳୟର ୩ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ।ବିଦ୍ୟାଳୟର ଜଣେ ଶିକ୍ଷକ ଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ନିଆଳି ଥାନା ପୋଲିସ ଶିକ୍ଷକ ଜଣଙ୍କୁ ଅଟକ ରଖିଥିବା ଜଣା ପଡ଼ିଛି।
ସୂଚନା ମୁତାବକ ଭାଲିଆକଣ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ତିନି ଜଣ ଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ ବିଭିନ୍ନ ସମୟରେ ଖରାପ ଵ୍ୟଵହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି।ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଲେ ମାଡ଼ ଓ ବିଦ୍ୟାଳୟରୁ ବାହାର କରିଦେବାକୁ ଉକ୍ତ ନାବାଳିକା ଛାତ୍ରୀଙ୍କୁ ଶିକ୍ଷକ ଜଣକ ଧମକ ଦେଇଥିଲେ।ଛାତ୍ରୀ ମାନେ ବିଦ୍ୟାଳୟ ଆସିବାକୁ ଅମଙ୍ଗ ହେବାରୁ ପରିବାର ସଦସ୍ୟ ଙ୍କ ସଂଦେହ ହୋଇଥିଲା।ତେବେ ଘଟଣା ସମ୍ପର୍କରେ ଛାତ୍ରୀ ମାନେ ପରିବାର ଲୋକଙ୍କୁ ଜଣାଇଥିଲେ।ତେବେ ପରିବାର ଲୋକମାନେ ସ୍କୁଲ କୁ ଯାଇ ସମ୍ପୃକ୍ତ ଶିକ୍ଷକଙ୍କୁ ଧରି ନିଆଳି ଥାନା କୁ ହସ୍ତାନ୍ତର କରିଥିଲେ।ଅଭିଯୋଗ ପାଇବାପରେ ନିଆଳି ଥାନା ପୋଲିସ ସମ୍ପୃକ୍ତ ଶିକ୍ଷକ ଙ୍କୁ ଅଟକାଇ ପଚରା ଉଚରା କରି ଘଟଣାର ତଦନ୍ତ କରୁଛି। Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.