ETV Bharat / state

କଟକର ବିଭିନ୍ନ ସମସ୍ୟା ନେଇ ସିଏମସି କମିଶନରଙ୍କୁ ଭେଟିଲେ ସର୍ବକନିଷ୍ଠ ବିଧାୟକ

କଟକ ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ନବ ନିଯୁକ୍ତ କମିଶନର ଅନନ୍ୟା ଦାସଙ୍କୁ ଭେଟିଲେ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ ।

author img

By

Published : Jul 5, 2019, 11:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସହରର ବିଭିନ୍ନ ସମସ୍ୟାକୁ ନେଇ କଟକ ସିଏମସି କମିଶନର ଅନନ୍ୟା ଦାସଙ୍କୁ ଭେଟିଛନ୍ତି କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ସୌଭିକ ସର୍ବକନିଷ୍ଠ ବିଧାୟକ ଭାବେ ପ୍ରଥମେ ସିଏମସି ଗସ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କଟକ

କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମହାନଗର ନିଗମର ୱାର୍ଡ ଗୁଡିକର ପରିଷ୍କାର ପରିଚ୍ଛନ୍ନତା, ଜଳ ନିଷ୍କାସନ, ନାଳ ନର୍ଦ୍ଦମା ଗୁଡିକର ନବୀକରଣ, ଜଣ୍ଡିସ ଓ ମ୍ୟାଲେରିଆ ଭଳି ମାରାତ୍ମକ ରୋଗଙ୍କୁ କିଭଳି ମୁକାବିଲା କରାଯିବ ସେ ନେଇ ବିଧାୟକ ସିଏମସିଙ୍କ ସହ ଆଲୋଚନା କରିଛନ୍ତି ।

ରାଜ୍ୟରେ ଏବେ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ଏହି କାରଣରୁ ଚୌଦ୍ୱାର ଅଞ୍ଚଳରେ ଯେପରି ଜଳବନ୍ଦୀ ସମସ୍ୟା ନଉପୁଜେ ସେ ଦିଗରେ ମଧ୍ୟ କମିଶନରଙ୍କ ସହ ଆଲୋଚନା କରିଥିଲେ ଚୌଦ୍ବାର ବିଧାୟକ ।

କଚକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ସର୍ବ କନିଷ୍ଟ ବିଧାୟକ ଙ୍କ ପ୍ରଥମ ସିଏମସି ଗସ୍ତ । ସହରର ବିଭିନ ସମସ୍ୟା କୁ ଆଖିରେ ରଖି କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆଜି କଟକ ସି ଏମ ସି କମିଶନର ଅନନ୍ୟା ଦାସ ଙ୍କୁ ଭେଟିଛନ୍ତି। କଟକ ଚୌଦ୍ୱାର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ମହାନଗର ନିଗମର ୱାର୍ଡ ଗୁଡିକର ପରିଷ୍କାର ପରିଚ୍ଛନ୍ନତା ,ଜଳ ନିଷ୍କାସନ , ନାଳ ନର୍ଦମା ଗୁଡିକର ନୂତନିକରଣ, ଜଣ୍ଡିସ ଓ ମେଲେରିଆ ଭଳି ମାରାତ୍ମକ ରୋଗ ମାନଙ୍କୁ କିଭଳି ମୁକାବିଲା କରାଯିବ ତାହାର ଉପରେ ସିଧାସଳଖ ଆଲୋଚନା କରିଛନ୍ତି ସେ ।Body:ଯେହେତୁ ମୌସୁମୀ ଜନିତ ବର୍ଷା ଲାଗିରହିଛି ।ସେଥିପାଇଁ ଯେପରି ଚୌଦ୍ୱାର ଅଞ୍ଚଳ ରେ ଜଳବନ୍ଦୀ ସମସ୍ୟା ନ ଉପୁଯେ ସେ ଦିଗରେ ମଧ୍ୟ କମିଶନରଙ୍କ ସହ ଆଲୋଚନା କରିଥିଲେ ସେ ।

ବାଇଟ: ସୌଭିକ ବିଶ୍ୱାଳ ( ଚୌଦ୍ୱାର ବିଧାୟକ )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.