ETV Bharat / state

କୋରୋନା ଭାଇରସର ଅନୁଧ୍ୟାନ ପାଇଁ ଏସସିବିରେ କେନ୍ଦ୍ରୀୟ ଟିମ୍‌ - କୋରୋନା ଭାଇରସ

କୋରୋନା ଭାଇରସର ଅନୁଧ୍ୟାନ ପାଇଁ ଏସସିବିରେ କେନ୍ଦ୍ରୀୟ ଟିମ୍‌

author img

By

Published : Feb 6, 2020, 1:47 PM IST

Updated : Feb 6, 2020, 2:57 PM IST

13:43 February 06

କୋରୋନା ଭାଇରସର ଅନୁଧ୍ୟାନ ପାଇଁ ଏସସିବିରେ କେନ୍ଦ୍ରୀୟ ଟିମ୍‌

କଟକ: ଏସିବିରେ କେନ୍ଦ୍ରୀୟ ଟିମ୍ । କୋରୋନା ଭାଇରସର ଅନୁଧ୍ୟାନ ପାଇଁ ଆସିଛନ୍ତି ଏହି ଟିମ୍। ଏହି ଟିମରେ ଅଛନ୍ତି 4 ବିଶେଷଜ୍ଞ ଦଳ। ଏସସିବିରେ ଚତୁର୍ଥ ମହଲାରେ ଥିବା ବିଭାଗରେ ଅନୁଧ୍ୟାନ କରୁଛି ଏହି 4 ଜଣିଆ ଟିମ୍ । 

ତେବେ ଜାନୁଆରୀ 15 ପରେ ଚାଇନା, ଥାଇଲାଣ୍ଡ ଓ ହଂକଂରୁ 33 ଜଣ ଓଡ଼ିଶା ଫେରିଛନ୍ତି । ଏମାନଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ସ୍ଥିର ରହିଛି । ବାକି 30 ଭିତରୁ 4 ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ବାକି 26 ଜଣ ସର୍ଭିଲାନ୍ସରେ ଅଛନ୍ତି। 

ଏହାସହ ଗୁରୁବାର କେନ୍ଦ୍ରୀୟ 3 ଜଣିଆ ଟିମ୍ ଆସିଛନ୍ତି ତଦାରଖ କରିବାକୁ ଯେ ଓଡ଼ିଶାରେ କୋରୋନା ମୁକାବିଲା ପାଇଁ କିପରି ପ୍ରସ୍ତୁତି ହୋଇଛି। ହୁଏତ ସେମାନେ ଏ ସମ୍ପର୍କରେ ଆଲୋଚନା କରିବେ ନହେଲେ କେନ୍ଦ୍ରକୁ ରିପୋର୍ଟ ଦେବେ ବୋଲି କହିଛନ୍ତି।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:No needBody:No needConclusion:No need
Last Updated : Feb 6, 2020, 2:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.