ETV Bharat / state

ମାଣିଆବନ୍ଧରେ ହେବ ବୁଦ୍ଧିଷ୍ଟ ଟେକ୍ସଟାଇଲ ସେଣ୍ଟର, ହେବ ପର୍ଯ୍ୟଟନର ବିକାଶ - କଟକ ଜିଲ୍ଲା ପ୍ରଶାସନ

କଟକ ଜିଲ୍ଲା ବଡମ୍ବା ନର୍ସିଂପୁରରେ ପର୍ଯ୍ୟଟନର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ଜିଲ୍ଲା ପ୍ରଶାସନ । ବିଶେଷ କରି ମାଣିଆବନ୍ଧରେ ନିର୍ମାଣ ବୁଦ୍ଧିଷ୍ଟ ଟେକ୍ସଟାଇଲ ସେଣ୍ଟର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ...

ମାଣିଆବନ୍ଦରେ ହେବ ବୁଦ୍ଧିଷ୍ଟ ଟେକ୍ସଟାଇଲ ସେଣ୍ଟର

author img

By

Published : Jul 7, 2021, 9:13 AM IST

କଟକ: ଜିଲ୍ଲା ବଡମ୍ବା ନର୍ସିଂପୁରରେ ହେବ ପର୍ଯ୍ୟଟନ ବିକାଶ । ବିଶେଷ କରି ମାଣିଆବନ୍ଦରେ ନିର୍ମାଣ ବୁଦ୍ଧିଷ୍ଟ ଟେକ୍ସଟାଇଲ ସେଣ୍ଟର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି ।

ମାଣିଆବନ୍ଦରେ ହେବ ବୁଦ୍ଧିଷ୍ଟ ଟେକ୍ସଟାଇଲ ସେଣ୍ଟର

ବଡମ୍ବା ନର୍ସିଂପୁର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ କିପରି ସେଠାରେ ପର୍ଯ୍ୟଟନର ବିକାଶ ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଛି । ପର୍ଯ୍ୟଟନକୁ ନୂଆରୂପ ରେଖ ହେବାକୁ ନିଷ୍ପତ୍ତି ହୋଇଛି । ମାଣିଆବନ୍ଧ ବୁଦ୍ଧିଷ୍ଟ ଟେକ୍ସଟାଇଲ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ କିଛି ଦିନ ଭିତରେ ଭୂମି ଚିହ୍ନଟ କରାଯିବ । ସରକାରୀ ସ୍ତରରେ ଅନୁମତି ମିଳିଲେ କାମ ଆରମ୍ଭ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

ବୁଦ୍ଧିଷ୍ଟ ସେଣ୍ଟରରେ ବିଭିନ୍ନ ଟେକ୍ସଟାଇଲ ଆଇଟମ ରହିବ ଯାହା କଟକ ସମେତ ରାଜ୍ୟର ଶୋଭା ବଢାଇବ । ଅଗଷ୍ଟ ସୁଦ୍ଧା କାମ ଆରମ୍ଭ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.