ETV Bharat / state

'ମିଲର ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ' - mandi and pm abasa scheme issue

ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ଓ ପ୍ରଧାମନ୍ତ୍ରୀ ଆବାସ ଯୋଜନା ବିବାଦକୁ ନେଇ ବିଜେଡି ଉପରେ ବର୍ଷିଲା ବିଜେପି । ଅଧିକ ପଢନ୍ତୁ...

'ମିଲର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି'

author img

By

Published : Jan 20, 2021, 5:40 PM IST

କଟକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଓ ମଣ୍ଡି ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ମିଲର ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି । ମଣ୍ଡିରେ କଟନୀ ଛଟନୀ, ଟୋକନ ବ୍ୟବସ୍ଥା ଆଦି ନାନା ପ୍ରକାରରେ ଚାଷୀ ଶୋଷିତ ହେଉଛନ୍ତି, ଯାହାକୁ ଦେଖିଲେ ଆଖିରେ ଲୁହ ଆସିଯିବ ବୋଲି କହିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।

'ମିଲର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି'

ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କ ଚଞ୍ଚକତା ଆଦି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା । ସରକାର ଲୋକଙ୍କ ଦୁଃଖ ଲାଘବ କରିବା ବଦଳରେ ଅଧିକ ଦୁଃଖ ଲଦି ଦେଉଛନ୍ତି । ଏହାର ଜବାବ ବିଜେପି ନିଶ୍ଚୟ ଦେବ । ରାଜ୍ୟର କୋଣ ଅନୁକୋଣରେ ମଧ୍ୟ ବିଜେପି ସ୍ବର ଉତ୍ତୋଳନ କରିବା ଜାରି ରଖିଛି ବୋଲି ପୃଥ୍ବୀରାଜ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.