ETV Bharat / state

ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କର: ବିଜେପି

ବାରମ୍ବାର କାଳବୈଶାଖୀ ଆସୁଛି । ଆଉ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରତିନିଧିର ନାହିଁ ନିଘା । ପୂର୍ବତନ ବିଧୟକଙ୍କୁ 24 ଘଣ୍ଟାରେ ଗିରଫ କରିବାକୁ ଦାବି କରିଛି ବିଜେପି । ଅଧିକ ପଢନ୍ତୁ ...

ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କର : ବିଜେପି
ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କର : ବିଜେପି
author img

By

Published : May 13, 2021, 10:39 PM IST

କଟକ: ପୂର୍ବତନ ଚୌଦ୍ବାର ବିଧାୟକଙ୍କୁ 24 ଘଣ୍ଟାରେ ଗିରଫ କରାଯାଉ । ବାରମ୍ବାର କାଳବୈଶାଖୀ ଆସୁଛି । ଆଉ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରତିନିଧିର ନାହିଁ ନିଘା । ଯେଉଁଥିପାଇଁ ପୂର୍ବତନ ବିଧୟକଙ୍କ ଉପରେ ବିର୍ଷିଛି ବିଜେପି । କୋଭିଡ ନିୟମ ଉଲ୍ଲଙ୍ଘନ କରି ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ କରିବା କ'ଣ ଆଇନ ବିରୁଦ୍ଧ ନୁହେଁ କି । ଶୀଘ୍ର ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ବସ୍ତି ବାସିନ୍ଦାଙ୍କ ହକ୍ ନାହିଁ କ'ଣ ସ୍ୱର ଉତ୍ତୋଳନ କରିବାକୁ । ସେମାନେ ବି ମଣିଷ । ତାଙ୍କୁ ଯେଉଁ ଅବସ୍ଥାରେ ସେହି ବାଲି ସାହି ଅଞ୍ଚଳରେ ରଖାଯାଇଛି ତାହା ବର୍ତ୍ତମାନ ସ୍ଥିତି କହିବା ଏକ ଘୃଣ୍ୟ କାର୍ଯ୍ୟ ବୋଲି କହିଛନ୍ତି ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚାର ରାଜ୍ୟ ସଭପତି ସିକନ୍ଦର ଅଲି ।

ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କର : ବିଜେପି

ସେଠାରେ ବାରମ୍ବାର କାଳବୈଶାଖୀ ଆସୁଛି । ଆଉ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ବଡ଼ ଅସୁବିଧାର କାରଣ ହେଉଛି ସମ୍ପୂର୍ଣ୍ଣ ଜିଲ୍ଲାର ପ୍ରତିନିଧି । ତେଣୁ ଆସନ୍ତା 24 ଘଣ୍ଟା ମଧ୍ୟରେ ଯଦି ପ୍ରଭାତ ବିଶ୍ୱାଳ ଗିରଫ ନହୁଅନ୍ତି ତେବେ ବିଜେପି ଅଣ୍ଟା ଭିଡ଼ିବ । ଏହି ଆଧାରରେ ମଧୁପାଟଣା ଥାନାରେ ମାମଲା ରୁଜୁ କରିଛି ବିଜେପି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.