ETV Bharat / state

ଓଡିଶାରେ ଘର ଆନ୍ଧ୍ରରେ ଠକେଇ: 3ଙ୍କୁ ଉଠାଇ ନେଲା ଆନ୍ଧ୍ର ପୋଲିସ

ନିଯୁକ୍ତି ନାମରେ ଲକ୍ଷାଧିକ ଟଙ୍କା ଠକେଇ । ସରକାରୀ ଚାକିରି ଦେବା ବାହାନାରେ ଲୁଟି ଥିଲେ ଲକ୍ଷ ଲକ୍ଷ ଟଙ୍କା । ଏହାର ଶିକାର ହେଉଥିଲେ ସାଧାରଣ ଯୁବକ। ତେବେ ଏହି ଘଟଣାରେ ଓଡିଶାର 3 ଠକଙ୍କୁ ଗିରଫ କରିଛି ବିଜୟନଗରମ ପୋଲିସ ।

author img

By

Published : Aug 7, 2019, 10:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ସରକାରୀ ଚାକିରି ଦେବା ବାହାନାରେ ଯୁବକଙ୍କୁ ଠକେଇ । ଠକେଇର ଶିକାର ହେଉଥିଲେ ଆନ୍ଧ୍ର ଯୁବକ । ଆଉ ଠକେଇ ଗ୍ୟାଙ୍ଗ ପଛରେ ରହିଥିଲେ ଓଡିଶାର ଯୁବକ । ଏହି ଠକେଇ ଗ୍ୟାଙ୍ଗର ସଦସ୍ୟଙ୍କୁ ଗିରଫ କରିଛି ବିଜୟନଗରମ ପୋଲିସ । ଏନେଇ ସୂଚନା ଦେଇଛନ୍ତି ନେମାଳ ଥାନା ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଗିରଫ ଯୁବକ ମାନେ ହେଲେ ଭୁବନେଶ୍ବରର ଶୁଦ୍ଧେନ୍ଦୁ ମହାପାତ୍ର, ସନ୍ତୋଷ ବିଶ୍ବାଳ ଓ କଟକର ଶୁଭମ ସିଂ । ଏମାନେ ଆନ୍ଧ୍ର ଯୁବକଙ୍କ ସହ ମିଶି ଚାକିରିର ପ୍ରଲୋଭନ ଦେଖାଇ ଯୁବକ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଏନେଇ ଅଭିଯୋଗ ହେବା ପରେ ବିଜୟନଗରମ ପୋଲିସ ଓଡିଶାର 3 ଯୁବକଙ୍କ ସହ ଆନ୍ଧ୍ରର 3 ଯୁବକଙ୍କୁ ଗିରଫ କରିଛି । ସେପଟେ ଶୁଭମ ସିଂଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଘଟଣା ଜଣାପଡିବା ପରେ ନେମାଳ ପୋଲିସ ସ୍ପଷ୍ଟ କରିଛି ଅପହରଣ ନୁହେଁ ବଂର ସେମାନଙ୍କୁ ଗିରଫ କରାଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ଥିତି । ଜିଲ୍ଲାର ତୁମୁଡିବନ୍ଧ ମେଡିକାଲ ଭିତରେ ଲହଡି ମାରୁଛି ବର୍ଷା ପାଣି । ବ୍ଳକର ହେଡକ୍ବାଟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଣୀ ଘେରରେ । ଚିକିତ୍ସାଳୟ ଓ ଆଖପାଖରେ ଆଣ୍ଠେ ପାଣି । ତେଣୁ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଔଷଧ ଆଣିଯିବା ପାଇଁ ବି ହେଉଛନ୍ତି ହଇରାଣ ହୋଇଥିବା ଦେଖିବାକୁ ମିଳିଛି। ଚିକିତ୍ସାଳୟରେ ଭିତରେ ପାଣୀ ଥିବା ହେତୁ ଯିବା ଆସିବାକୁ ଶୋଇବା ଓ ଚିକିତ୍ସା କରିବାକୁ ବି ହଇରାଣ ହେବାକୁ ପଡିଥିବା ଦେଖିବାକୁ ମିଳିଛି।
ଡାକ୍ତର ଶୁଶାନ୍ତ କୁମାର ପାତ୍ର ଙ୍କ ମତ ଅଳ୍ପ ବର୍ଷା ରେ ବି ମେଡିକାଲ ରୁ ପାଣି ନିଷ୍କାସନ ହୋଇପାରୁନି ମେଡିକାଲ ଭିତରେ ପସିଯାଉଛି ଯାହାଫଳରେ ପ୍ରସବ ମହିଳା, ରୋଗୀ,ଶିଶୁ ଙ୍କ ଚିକିତ୍ସା ପାଇଁ ବହୁ ହଇରାଣ ହେବାକୁ ପଡୁଛି।
ଏହାର ସ୍ଥାୟୀ ସମାଧାନ ପାଇଁ ଲୋକେ ଦାବି ହେଉଛି।Body:କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ଥିତି । ଜିଲ୍ଲାର ତୁମୁଡିବନ୍ଧ ମେଡିକାଲ ଭିତରେ ଲହଡି ମାରୁଛି ବର୍ଷା ପାଣି । ବ୍ଳକର ହେଡକ୍ବାଟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଣୀ ଘେରରେ । ଚିକିତ୍ସାଳୟ ଓ ଆଖପାଖରେ ଆଣ୍ଠେ ପାଣି । ତେଣୁ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଔଷଧ ଆଣିଯିବା ପାଇଁ ବି ହେଉଛନ୍ତି ହଇରାଣ ହୋଇଥିବା ଦେଖିବାକୁ ମିଳିଛି। ଚିକିତ୍ସାଳୟରେ ଭିତରେ ପାଣୀ ଥିବା ହେତୁ ଯିବା ଆସିବାକୁ ଶୋଇବା ଓ ଚିକିତ୍ସା କରିବାକୁ ବି ହଇରାଣ ହେବାକୁ ପଡିଥିବା ଦେଖିବାକୁ ମିଳିଛି।
ଡାକ୍ତର ଶୁଶାନ୍ତ କୁମାର ପାତ୍ର ଙ୍କ ମତ ଅଳ୍ପ ବର୍ଷା ରେ ବି ମେଡିକାଲ ରୁ ପାଣି ନିଷ୍କାସନ ହୋଇପାରୁନି ମେଡିକାଲ ଭିତରେ ପସିଯାଉଛି ଯାହାଫଳରେ ପ୍ରସବ ମହିଳା, ରୋଗୀ,ଶିଶୁ ଙ୍କ ଚିକିତ୍ସା ପାଇଁ ବହୁ ହଇରାଣ ହେବାକୁ ପଡୁଛି।
ଏହାର ସ୍ଥାୟୀ ସମାଧାନ ପାଇଁ ଲୋକେ ଦାବି ହେଉଛି।Conclusion:କନ୍ଧମାଳ ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ ହୋଇଛି ସ୍ଥିତି । ଜିଲ୍ଲାର ତୁମୁଡିବନ୍ଧ ମେଡିକାଲ ଭିତରେ ଲହଡି ମାରୁଛି ବର୍ଷା ପାଣି । ବ୍ଳକର ହେଡକ୍ବାଟରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଣୀ ଘେରରେ । ଚିକିତ୍ସାଳୟ ଓ ଆଖପାଖରେ ଆଣ୍ଠେ ପାଣି । ତେଣୁ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ଔଷଧ ଆଣିଯିବା ପାଇଁ ବି ହେଉଛନ୍ତି ହଇରାଣ ହୋଇଥିବା ଦେଖିବାକୁ ମିଳିଛି। ଚିକିତ୍ସାଳୟରେ ଭିତରେ ପାଣୀ ଥିବା ହେତୁ ଯିବା ଆସିବାକୁ ଶୋଇବା ଓ ଚିକିତ୍ସା କରିବାକୁ ବି ହଇରାଣ ହେବାକୁ ପଡିଥିବା ଦେଖିବାକୁ ମିଳିଛି।
ଡାକ୍ତର ଶୁଶାନ୍ତ କୁମାର ପାତ୍ର ଙ୍କ ମତ ଅଳ୍ପ ବର୍ଷା ରେ ବି ମେଡିକାଲ ରୁ ପାଣି ନିଷ୍କାସନ ହୋଇପାରୁନି ମେଡିକାଲ ଭିତରେ ପସିଯାଉଛି ଯାହାଫଳରେ ପ୍ରସବ ମହିଳା, ରୋଗୀ,ଶିଶୁ ଙ୍କ ଚିକିତ୍ସା ପାଇଁ ବହୁ ହଇରାଣ ହେବାକୁ ପଡୁଛି।
ଏହାର ସ୍ଥାୟୀ ସମାଧାନ ପାଇଁ ଲୋକେ ଦାବି ହେଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.