ETV Bharat / state

‘ପୁଞ୍ଜିପତିଙ୍କ ପାଇଁ ବ୍ୟାଙ୍କ ଘରୋଇକରଣ ବ୍ୟବସ୍ଥା’ - ବ୍ୟାଙ୍କ ସଂଘ

ବ୍ୟାଙ୍କ ଘରୋଇକରଣ ପ୍ରକ୍ରିୟାକୁ ବିରୋଧ କରି ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି ବ୍ୟାଙ୍କ ସଙ୍ଘ । ଅଧିକ ପଢନ୍ତୁ...

‘ପୁଞ୍ଜିପତିଙ୍କ ପାଇଁ ବ୍ୟାଙ୍କ ଘରୋଇକରଣ ବ୍ୟବସ୍ଥା ’

author img

By

Published : Mar 16, 2021, 8:15 AM IST

କଟକ: ବ୍ୟାଙ୍କ ଘରୋଇକରଣ ପ୍ରକ୍ରିୟାକୁ ବିରୋଧ କରି ଦୁଇ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି ବ୍ୟାଙ୍କ ସଙ୍ଘ।ସାରା ଦେଶରେ ଏହି ଧର୍ମଘଟ କରାଯାଉଥିବାବେଳେ କଟକରେ ମଧ୍ୟ ଧର୍ମଘଟ କରାଯାଇଛି। ଆଜି ଓ ଆସନ୍ତାକାଲି ଏହି ଧର୍ମଘଟ କରାଯାଉଥିବାବେଳେ ଶତାଧିକ ବ୍ୟାଙ୍କ କର୍ମଚାରୀ ବ୍ୟାଙ୍କ ସମ୍ମୁଖରେ ଘରୋଇକରଣକୁ ବିରୋଧ କରି ପ୍ରତିବାଦ କରିଛନ୍ତି ।

‘ପୁଞ୍ଜିପତିଙ୍କ ପାଇଁ ବ୍ୟାଙ୍କ ଘରୋଇକରଣ ବ୍ୟବସ୍ଥା ’

କିଛି ପୁଞ୍ଜିପତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତି ନିଆଯାଇଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।ତେବେ ସରକାର ଏହି ନିଷ୍ପତି ପରିବର୍ତ୍ତନ ନକଲେ ଆନ୍ଦୋଳନ କୁ ଆହୁରି ଭୟଙ୍କର କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.