କଟକ: କଟକରେ ଲକ ଡାଉନ ସମୟରେ ବାରରେ ଚଢାଉ କରି ସିଲ କରିଛି ବାଦାମବାଡି ପୋଲିସ ସବୁଆଡେ ତାଲା ବନ୍ଦ ଥିବା ବେଳେ ବାର ପଛପଟେ ଥିବା ଏକ ଗୁପ୍ତ ଘରେ ଆରମ୍ଭ ହୋଇଥିଲା ମଦ ବ୍ୟବସାୟ ।
ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବାରକୁ ସିଜ କରିବା ସହ ବାର ଅଧକାରୀଙ୍କୁ ଗିରଫ କରିଛି । ବାରର 2 ଟି ଫ୍ରିଜରରୁ 88ଟି ବିଦେଶୀ ମଦ ଜବତ କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ