ETV Bharat / state

ରାଜ୍ୟରେ ସବୁ ଦେବାଳୟ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା - ବରିଷ୍ଠ ଆଇନଜୀବୀ ଜୟନ୍ତ ବଳ ମାମଲା ଦାୟର

ରାଜ୍ୟରେ ସମସ୍ତ ଦେବାଳୟ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରାଯାଇଛି। ବରିଷ୍ଠ ଆଇନଜୀବୀ ଜୟନ୍ତ ବଳ ଏହି ମାମଲା ଦାୟର କରିଛନ୍ତି।

highcourt
ଦେବାଳୟ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା
author img

By

Published : Sep 8, 2020, 5:39 PM IST

କଟକ: ରାଜ୍ୟରେ ବନ୍ଦ ରହିଥିବା ଧର୍ମାନୁଷ୍ଠାନ ଖୋଲିବା ନେଇ ବଢୁଛି ଚାପ। ରାଜ୍ୟରେ ସମସ୍ତ ଦେବାଳୟ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ କରାଯାଇଛି। ବରିଷ୍ଠ ଆଇନଜୀବୀ ଜୟନ୍ତ ବଳ ଏହି ମାମଲା ଦାୟର କରିଛନ୍ତି।

ଦେବାଳୟ ଖୋଲିବାକୁ ହାଇକୋର୍ଟରେ ଆଉ ଏକ ମାମଲା

ଦେଶର ଅନେକ ରାଜ୍ୟରେ ଦେବାଳୟ ଖୋଲା ଯାଇଥିବା ବେଳେ ଓଡ଼ିଶାରେ କାହିଁକି ଦେବାଳୟ ଖୋଲାଯାଇ ନାହିଁ। ଯଦିଓ ହାଇକୋର୍ଟ ଗତ ଅକ୍ଟୋବର ୧୦ ତାରିଖରେ ଦେବାଳୟ ଖୋଲିବା ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଥିଲେ। ତଥାପି ଏନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି।

ତେବେ ରାଜ୍ୟରେ ଦେବାଳୟ ଖୋଲିବା ପାଇଁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ,ଏସଆରସି,ଆଇନ ସଚିବଙ୍କ ସମେତ ୮ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.