ETV Bharat / state

ବର୍ଷାଙ୍କ ନୂଆ ଅଭିଯୋଗ, ଅନୁଭବଙ୍କ ଘରେ ପୋଲିସ - varsha priyadarshini news

ସ୍ୱାମୀ ଅନୁଭବଙ୍କ ନାଁରେ ପୁଣି ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଅଧିକ ପଢନ୍ତୁ...

_Another FIR against MP Anubhav mohanty from his wife varsha priyadarshini
ଅନୁଭବଙ୍କ ବିରୋଧରେ ପୁଣି ବର୍ଷାଙ୍କ ଅଭିଯୋଗ
author img

By

Published : Dec 19, 2020, 10:57 PM IST

କଟକ: ଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା ଅନୁଭବ ବିବାଦ ଥମିବାର ନାଁ ନେଉନାହିଁ । ସ୍ୱାମୀ ଅନୁଭବଙ୍କ ନାଁରେ ପୁଣି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବର୍ଷା ।

ପୁରୀଘାଟ ଥାନାରେ ଅନୁଭବଙ୍କ ନାମରେ ପୁଣି ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏତଲା ଆଧାରରେ ଅନୁଭବଙ୍କ ଘରେ ପୋଲିସ ପହଞ୍ଚିବା ପରେ ପୁଣି ଘଟଣାକୁ ନେଇ ଚର୍ଚ୍ଚା ବଢିଛି ।

ସୂଚନା ଅନୁଯାୟୀ, ଗତ ରାତିରେ ବର୍ଷାଙ୍କ ରୁମରେ ତାଲା ପକାଇ ଦେଇଥିଲେ ଅନୁଭବ। ଫଳରେ ରାସ୍ତାରେ ପ୍ରାୟ ଏକ ଘଣ୍ଟା ଛିଡ଼ା ହୋଇ ରହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଘରେ ରହିବାକୁ ବାଧା ଦେଉଛନ୍ତି ଅନୁଭବ । ନିଜ ଏତଲାରେ ଏହା ଉଲ୍ଲେଖ କରିଛନ୍ତି ବର୍ଷା । ଅନୁଭବଙ୍କ ସହିତ ତାଙ୍କର ୨ ସହଯୋଗୀଙ୍କ ନାମରେ ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି ବର୍ଷା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.